Thu. Oct 15th, 2026

Category: Trending

ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗରେ ତାତିଲା କଂଗ୍ରେସ; ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଲା ଅଣ୍ଡା ମାଡ଼

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଟାଟା ପାୱାରର କାର୍ଯ୍ୟାଳୟ ଉପରକୁ କଂଗ୍ରେସର ଅଣ୍ଡାମାଡ । ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଜାରି ରହିଛି ଟାଟା ପାୱାରର ମନମାନି । ଅଘୋଷିତ ବିଦ୍ୟୁତ କାଟରେ ଏବେ ଅତିଷ୍ଠ ହୋଇଗଲେଣି ଲୋକେ । ଏଣୁ…

ସୁନା ଛାଉଁଣୀରେ ଦର୍ଶନ ଦେଉଛନ୍ତି ତିନିଠାକୁର

ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିୟନ୍ତା । ମହଣ ମହଣ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇ ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ। ଆଜି ସକାଳ 7ଟାରେ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ, ତଡ଼ପଲାଗି…

ଖୁବଶୀଘ୍ର ମହାକାଶ ମୁହାଁ ହେବ ଚନ୍ଦ୍ରଯାନ-୩, ଆଦିତ୍ୟ-ଏଲ୧କୁ ନେଇ ଟିପ୍ପଣୀ ରଖିଲେ ଇସ୍ରୋ ଅଧ୍ୟକ୍ଷ

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ…

ଦିଲ୍ଲୀ ୟୁନିଭର୍ସିଟିରେ ବକରୀଦା ଛୁଟି ବନ୍ଦ

ଦିଲ୍ଲୀ ୟୁନିଭର୍ସିଟିରେ ବନ୍ଦ ହୋଇଛି ବକରୀଦା ଛୁଟି । ୨୯ ତାରିଖ ଛୁଟି ଥିବା ବେଳେ ଏହାକୁ ୱାର୍କିଂ ଡେ ଭାବେ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୂପକ୍ଷ । ଶିକ୍ଷକଙ୍କୁ ବାରଣ ହେଲା ଇଦ-ଉଲ-ଜୁହା ଛୁଟି । ୩୦ରେ ୟୁନିଭର୍ସିଟିରେ ଏକ…

୩ ଘଣ୍ଟା ଆଗରୁ ଆରମ୍ଭ ହେଲା ରଥଟଣା

ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ ହୋଇଛି। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ…

“ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ହୋଇଥିଲା ଦୁର୍ଘଟଣା”

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ…

ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ

ଆଡ଼ପ ଦର୍ଶନ ହେଲା ଶେଷ ଦର୍ଶନ। ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବେଳେ ଭକ୍ତଙ୍କ ମୃତ୍ୟୁ। ମୃତ ଭକ୍ତ ହେଉଛନ୍ତି କାକଟପୁର ଅଞ୍ଚଳର ଲକ୍ଷ୍ମୀଧର ଖୁଣ୍ଟିଆ । ଦର୍ଶନ ସାରି ଫେରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ ଭକ୍ତ। ଗୁରୁତର ଅବସ୍ଥାରେ…

ଅଡ଼ୁଆରେ 5T ସଚିବ

5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅଡ଼ୁଆ ବଢିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟକୁ କେନ୍ଦ୍ର ଦେଲା ନିର୍ଦେଶ । ଗତ କିଛି ଦିନ ହେବ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ରାଜ୍ୟ ଭ୍ରମଣ…

ଚାକିରିରୁ ବିଦା ହେଲେ କୁବେର ଉପଜିଲ୍ଲାପାଳ

ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୨ ଦିନ ପୂର୍ବେ ପ୍ରଶାନ୍ତଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ପରେ ସେ ଗିରଫ ହୋଇଥିଲେ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ବନ୍ଦ ହେବ ‘ଦି କପିଲ ଶର୍ମା ଶୋ’?

ବନ୍ଦ ହୋଇଯିବ କି ଦି କପିଲ ଶର୍ମା ଶୋ? ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା କୁହାଯାଉଛି। ଚଳିତ ବର୍ଷ ଏହି ଶୋ’ର ନୂତନ ସିଜନ୍‌ ଆସିଥିବାବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଛି।…