ପୁଣି ଚର୍ଚ୍ଚାରେ ପ୍ଲାଷ୍ଟିକ ଚାଉଳ
ପୁଣି ଓଡ଼ିଶାର ଯାଜପୁର ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ସାମ୍ନାକୁ ଆସିଛି। ପାଣିକୋଇଲି ଅନ୍ତର୍ଗତ ଯମୁନା ଗ୍ରାମର କେତେକ ପଞ୍ଚାୟତରେ ଏହାକୁ ଚିହ୍ନଟ କରାଯାଇଛି। ପୂର୍ବରୁ ମଧ୍ୟ ରାଜ୍ଯର ବିଭିନ୍ନ ଅଞ୍ଚଳରେ ପ୍ଲାଷ୍ଟିକ ଚାଉଳ ମିଳିଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଖାଇବା…