ଆତ୍ମହତ୍ୟା କଲେ କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍
କନ୍ନଡ଼ ଅଭିନେତା ଜେ ରାମ ସମ୍ପଥ୍ଙ୍କ ଆତ୍ମହତ୍ୟା। କନ୍ନଡ଼ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ସମ୍ପଥ୍ ଜେ ରାମ ଶନିବାର ନେଲମଙ୍ଗଲାରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା। ଅଭିନେତାଙ୍କ ମୃତ୍ୟୁ ପରେ କନ୍ନଡ଼…