Sat. Oct 17th, 2026

Category: Trending

ଏଣିକି ଓଡ଼ିଆ ଭାଷାରେ ପୋଲିସ ପରୀକ୍ଷା!

ଏଣିକି ଓଡ଼ିଆ ଭାଷାରେ ହେବ ପୋଲିସ ପରୀକ୍ଷା। ଶନିବାର ଗୃହ ମନ୍ତାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । CAPF ବା ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ ପାଇଁ ହେବାକୁ ଥିବା ପ୍ରତ୍ୟେକ ପରୀକ୍ଷା ଏଣିକି ହିନ୍ଦି ଇଂରାଜୀ ବ୍ୟତୀତ…

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରୀ ଜାରି; ବଢ଼ିପାରେ ସ୍କୁଲ ଛୁଟି

ଅବଧିରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଛୁଟି କରାଯାଇଛି ସମସ୍ତ ସ୍କୁଲ । ତେବେ ଆଗକୁ ଏଭଳି ଖରା ହେଲେ ଏପ୍ରିଲ ୧୬ ପରେ…

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ ଝଟ୍‌କା ଅନୁଭୁତ ହୋଇଛି । ତାନିମମ୍ବାର ଦ୍ବୀପରେ ଭୋର୍‌ ୪.୩୭ ସମୟରେ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୯ ରହିଛି । ଏ ନେଇ ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ଗୁରୁବାର ସୂଚନା…

ସୋସିଆଲ ମିଡିଆରେ ନିଆଁ ଲଗାଉଛି ‘ବ୍ଲଡି ଡାଡି’

ଶାହିଦ କପୁର କିଛି ଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ର ଘୋଷଣା କରିଥିଲେ। ଏଥିସହ ଏହି ଆକ୍ସନ ଫିଲ୍ମରୁ ନିଜ ପ୍ରଥମ ଲୁକ୍‌ ପୋଷ୍ଟର ଶେୟାର କରି ପ୍ରଶଂସକଙ୍କ ଉତ୍କଣ୍ଠା ବଢାଇ ଦେଇଥିଲେ। ଏବେ ଦର୍ଶକଙ୍କୁ ବଡ଼ ଉପହାର…

ଜିନପିଙ୍ଗଙ୍କ ନୌସେନା ତଦାରଖ

ସଶସ୍ତ୍ର ବାହିନୀର ସାଉଥ ଥିଏଟର କମାଣ୍ଡ ନୌସେନା ତଦାରଖ କରିଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ। ଏହା ସହିତ ସେ ଦକ୍ଷିଣ ଚାଇନା ସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ ସୈନିକମାନଙ୍କର ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ…

ଥରିଲା ଜମ୍ମୁ-କଶ୍ମୀର

ଜମ୍ମୁ-କଶ୍ମୀରରେ ଅନୁଭୂତ ହେଲା ଭୂକମ୍ପର ଝଟକା। ବୁଧବାର ପୂର୍ବାହ୍ନ ୧୦.୧୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଳରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ତେବେ ଭୂକମ୍ପ…

ରାଜ୍ୟରେ କ୍ଷୀପ୍ର ଗତି ମୁହାଁ କରୋନା ସଂକ୍ରମଣ ଗ୍ରାଫ୍

ରାଜ୍ୟରେ କ୍ଷୀପ୍ର ଗତି ଧରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସମସ୍ତଙ୍କ ପାଇଁ ସର୍ତକର ଘଣ୍ଟି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୬୪ ଜଣ,…

ବିଦ୍ୟାଳୟରେ ବୋମା ଧମକ!

ବିଦ୍ୟାଳୟରେ ମିଳିଲା ବୋମା ଧମକ! ଦକ୍ଷିଣ ଦିଲ୍ଲୀର ଡିଫେନ୍ସ କଲୋନୀ ପୋଲିସ୍ ଷ୍ଟେସନ୍ ଅଞ୍ଚଳର ସାଦିକ ନାଗରରେ ଅବସ୍ଥିତ ଏକ ବିଦ୍ୟାଳୟରେ ବୋମା ଧମକ ମିଳିବା ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଦ୍ୟାଳୟ ପ୍ରଶାସନ ଦ୍ୱାରା ପିତାମାତାଙ୍କ ହ୍ୱାଟ୍ସଆପ୍ ଗ୍ରୁପରେ…

ସଲମାନଙ୍କୁ ପୁଣି ହତ୍ୟା ଧମକ; ସୁରକ୍ଷା ବ୍ୟବସ୍ଥା କଡାକଡି

ପୁଣି ମିଳିଲା ହତ୍ୟା ଧମକ। ବଲିଉଡ଼ର ଭାଇଜାନ୍‌ ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏନେଇ ମୁମ୍ବାଇ ପୁଲିସ ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ରାଜସ୍ଥାନର ଜଣେ ବ୍ୟକ୍ତି ଅଭିନେତାଙ୍କୁ ଏହି ଧମକ ଦେଇଛି। ପୁଲିସ କହିଛି ଯେ,…

ଅର୍ଚ୍ଚନାଙ୍କୁ ଜାମିନ

ଅର୍ଚ୍ଚନା ନାଗଙ୍କୁ ଜାମିନ । ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ତେବେ ତାଙ୍କ ନାଁରେ ଏକାଧିକ ମାମଲା ରହିଥିବା ବେଳେ ମାତ୍ର ଗୋଟିଏ ମାମଲାରେ…