Wed. Oct 14th, 2026
Seismograph for earthquake detection or lie detector is drawing chart. 3D rendered illustration.

ଇଣ୍ଡୋନେସିଆରେ ପୁଣି ଭୂମିକମ୍ପ ଝଟ୍‌କା ଅନୁଭୁତ ହୋଇଛି । ତାନିମମ୍ବାର ଦ୍ବୀପରେ ଭୋର୍‌ ୪.୩୭ ସମୟରେ ଝଟକା ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୪.୯ ରହିଛି । ଏ ନେଇ ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି । ପ୍ରାୟ ୭୦.୨ କିମି ଦୂରତାରେ ଭୂକମ୍ପର ତୀବ୍ରତା ଅନୁଭୂତ ହୋଇଛି । ତେବେ ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *