Thu. Oct 15th, 2026
Seismograph for earthquake detection or lie detector is drawing chart. 3D rendered illustration.

ଜମ୍ମୁ-କଶ୍ମୀରରେ ଅନୁଭୂତ ହେଲା ଭୂକମ୍ପର ଝଟକା। ବୁଧବାର ପୂର୍ବାହ୍ନ ୧୦.୧୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଳରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ।ତେବେ ଏହା ପୂର୍ବରୁ ବିହାରର କେତେକ ସ୍ଥାନରେ ସକାଳ ପ୍ରାୟ ୫.୩୫ରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା।ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ବୋଲି ଆକଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *