Sat. Oct 17th, 2026

Category: Trending

ଦେଶ ପାଳୁଛି ରାମ ନବମୀ, ଦିଲ୍ଲୀର କାଟୱରିଆ ପାଲଟିଛି ଲୋକାରଣ୍ୟ

ଆଜି ସାରା ଦେଶ ପାଳୁଛି ରାମ ନବମୀ। ଏହି ଅବସରରେ ଦେଶର ପ୍ରାୟ ପ୍ରତ୍ୟେକ ମନ୍ଦିରରେ ଏକ ବିରାଟ ଭିଡ଼ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଶୋଭା ଯାତ୍ରା ଆୟୋଜିତ ହୋଇଛି । ଭକ୍ତମାନେ ରାମ ନବମୀ ଅବସରରେ କାଟୱରିଆ ସରାୟରେ…

ବାଲ୍ୟ ବିବାହ ରୋକିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର…

ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ

ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ନୀତି ପାଳିତ ହୋଇଥାଏ। ଏହି ଦିନ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକ ହାତରେ ବିଜେ କରାଇ ମୁକ୍ତି ମଣ୍ଡପ ନିକଟରେ ଥିବା…

ଡିଜେ ସାଉଣ୍ଡକୁ ନେଇ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ; ଗାଁ ରେ ନିୟମ ଲାଗୁ, ସହରରେ ଫୁ

ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ବାଜୁଛି ଡିଜେ। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ( ମଙ୍ଗଳବାର) ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇବା…

ବିଶ୍ଵର ଅଧିକାଂଶ ଦେଶକୁ ଋଣ ଦେଇଛି ଚୀନ

ଚୀନ୍‌ର ଋଣ ଜାଲରେ ବିଶ୍ବର ବହୁ ଦେଶ। ପାକିସ୍ତାନ, ଶ୍ରୀଲଙ୍କା ସହିତ ମୋଟ ୨୨ଟି ବିକାଶଶୀଳ ଦେଶକୁ ବହୁ ପରିମାଣରେ ଲୋନ୍ ବାଣ୍ଟିଛି। ବର୍ତ୍ତମାନ ଏହି ଦେଶ ଋଣ ପରିଶୋଧ କରିବାରେ ଅସମର୍ଥ ଓ ତାଙ୍କ ଆଗରେ ଡିଫଲ୍ଟର ହେବାର ବିପଦ…

ଓଡ଼ିଆରେ ଆଇପିଏଲ କମେଣ୍ଟ୍ରି କରିବେ କଟକ ଝିଅ

ପ୍ରଥମଥର ପାଇଁ ଓଡ଼ିଆରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର କମେଣ୍ଟ୍ରି ହେବ । ପ୍ରସାରଣ ଦାୟିତ୍ୱ ନେଇଥିବା ସଂସ୍ଥା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ମୋବାଇଲ ଆପ୍ଲିକେସନରେ ଓଡ଼ିଆ କ୍ରିକେଟପ୍ରେମୀ ଏହାର ମଜା ନେଇ ପାରିବେ । ମ୍ୟାଚ୍‌ ଆରମ୍ଭ ପୂର୍ବରୁ…

ଗଜେନ୍ଦ୍ର ବନାମ ରାହୁଲ

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା କିମ୍ବା…

ପାକିସ୍ତାନରେ ଇମ୍ରାନ ପିଟିଆଇ ମୁହାଁମୁହିଁ

ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏବଂ ଶାସକ ଦଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନର ଗୃହମନ୍ତ୍ରୀ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି ଯେଉଁଥିରେ ଇମ୍ରାନ ଖାନ (ପୂର୍ବତନ ପ୍ରଧାନମନ୍ତ୍ରୀ) ଙ୍କ ସମର୍ଥକମାନେ ଆକ୍ରୋଶିତ ହୋଇଛନ୍ତି। ପାକିସ୍ତାନର…

ପ୍ରଥମେ ପାରା, ଏବେ ବେଲୁନ!

ପ୍ରଥମେ ପାରା ଏବଂ ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଜୋର ଧରିଛି ଚର୍ଚ୍ଚା। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ ଯନ୍ତ୍ରାଂଶ ଠାବ ହୋଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ…

ରାସ୍ତାରୁ ହଟିବେ ବିହାରୀ!

ରାସ୍ତାରୁ ହଟିବେ ବିହାରୀ ବ୍ୟବସାୟୀ। ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ…