ଆସନ୍ତାବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀରାମ ମନ୍ଦିର,ରାମଲାଲାଙ୍କ ମୂର୍ତ୍ତୀ ଗଢିବେ ଓଡ଼ିଆ କାରିଗର
ଆସନ୍ତାବର୍ଷ ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଭବ୍ୟ ରାମମନ୍ଦିର। ଏନେଇ ଜୋରସୋରରେ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ।ବର୍ତ୍ତମାନ ମୁଖ୍ୟ ମନ୍ଦିରର ଗର୍ଭଗୃହ ନିର୍ମାଣ କାମ ଚାଲିଥିବା ବେଳେ ମୁଖ୍ୟ ମନ୍ଦିର ଓ ପରିକ୍ରମା ଦ୍ୱାରର ୧୦ ଫୁଟ ଯାଏଁ…
ତାମିଲନାଡୁ ବିଧାନସଭା ଇତିହାସରେ ପ୍ରଥମ ! ବିଧାନସଭା ଛାଡି ଚାଲିଗଲେ ରାଜ୍ୟପାଳ ଆରଏନ. ରବି
ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁରେ ଶାସନରେ ଥିବା ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୋମବାର ଏହା ଏତେ ତଳକୁ ଖସିଯାଇଥିଲା ଯେ କେହି ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ରାଜ୍ୟପାଳ ଆରଏନ ରବି ବିଧାନସଭାରେ…
ଭାରତରେ ହଲିଉଡ କ୍ରେଜ୍; ପଛରେ ପକାଉଛି ଅବତାର-୨
ଭାରତରେ ବିଦେଶୀ ଫିଲ୍ମର ଯାଦୁ। ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମ ପରେ ବର୍ତ୍ତମାନ ହଲିଉଡ ଚଳଚିତ୍ର ପାଇଁ ବଢୁଛି କ୍ରେଜ୍। ଓଡ଼ିଶାରେ ମଧ୍ୟ ଦମନ ଓ ପ୍ରତୀକ୍ଷା ପରି କିଛିଟା ହାତ ଗଣତି ସିନେମା ପରେ ଏବେ ବିଦେଶୀ ସିନେମାକୁ…
ପାକିସ୍ତାନରେ ସ୍ଥିତି ସଙ୍ଗୀନ, ବିଦେଶୀ ମୁଦ୍ରାଭଣ୍ଡାରରେ ଶେଷ ହେଉଛି ପାଣ୍ଠି
ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରରେ ପହଞ୍ଚିଛି । ଶୁକ୍ରବାର ପ୍ରକାଶିତ ଗୋଟିଏ ରିପୋର୍ଟ ଅନୁସାରେ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୫ଅରବ ଡଲାର ହୋଇଯାଇଛି । ଗତ…
ସିନେମା ହଲରେ ବାହାର ଖାଦ୍ୟକୁ ନା
ଫିଲ୍ମ ଦେଖିବା ବେଳେ ଖାଇପାରିବେନି ବାହାର ଖାଦ୍ୟ । ସିନେମା ହଲରେ ବାହାର ଖାଦ୍ୟ ବାରଣ ହୋଇଥିବା ବେଳେ ରୁଜୁ ହୋଇଥିବା ଏକ ମାମଲା ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ସିନେମା ହଲ ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି…
ଭୁଲ ଥିଲା ବିମୁଦ୍ରୀକରଣ! ସେ ଥିଲେ ଏକୁଟିଆ ଜଜ ଯିଏ ସରକାରଙ୍କ ନିଷ୍ପତ୍ତି ଉପରେ ଉଠାଇଥିଲେ ପ୍ରଶ୍ନ
ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ନୀତି ଓ କଳାଧନ ଉପରେ ରୋକ ଲଗାଇବା ପାଇଁ ୨୦୧୬ରେ ସାରା ଦେଶରେ ନୋଟବନ୍ଦୀ ବା ବିମୁଦ୍ରୀକରଣ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଠିକ୍ ଦର୍ଶାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ନିଷ୍ପତ୍ତି ଶୁଣାଇବା ସହ ମାମଲା…
କେନ୍ଦ୍ର ସରକାର ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବଢାଇଲେ ସୁରକ୍ଷା,ଗୃହ ମନ୍ତ୍ରାଳୟ ଯୋଗାଇଲେ ଜେଡ୍ ପ୍ଲସ୍ ସୁରକ୍ଷା
ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ସୁରକ୍ଷା ବଢାଇଦିଆଯାଇ । ଗୁଇନ୍ଦା ସୂଚନା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରିଜର୍ଭ ପୋଲିସ…
ଉଦଘାଟିତ ହେବ ବିଶ୍ୱର ଦୀର୍ଘତମ ରିଭର୍ କ୍ରୁଜ,ବାରାଣସୀରୁ ଦିବ୍ରୁଗଡ ୩୨ ଶହ କିମି କରିବ ଯାତ୍ରା
ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୧୩ରେ ବିଶ୍ୱର ସବୁଠାରୁ ଲମ୍ବା ରିଭର କ୍ରୁଜର ଉଦଘାଟନ କରିବେ । ଏହି କ୍ରୁଜ ଉତ୍ତରପ୍ରଦେଶ ବାରାଣସୀରୁ ତାର ଯାତ୍ରା ଆରମ୍ଭ କରି ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡରେ ପହଞ୍ଚିବ । ୫୦…