Mon. Nov 30th, 2026

Category: ଆଞ୍ଚଳିକ

କୁମ୍ବି ବେଳେ ଜିଲୋଟିନ୍, ହ୍ୟାଣ୍ଡ ଗ୍ରେନେଡ୍, ବନ୍ଧୁକ ଜବତ

ଶବ୍ଦ ଓଡିଶା ବ୍ୟୁରୋ: କୁମ୍ବି ବେଳେ ବିଏସଏଫ ଯବାନଙ୍କୁ ସଫଳତା । ମାଲକାନଗିରି କାଲିମେଳା ଥାନା ଭେଜାଙ୍ଗିିୱାଡା ଅଞ୍ଚଳରୁ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ ହୋଇଛି । ମାଟି ତଳେ ଏହି ସବୁ ମାଓ ସାମଗ୍ରୀକୁ ପୋତାଯାଇ ଲୁଚାଯାଇଥିଲା ।…

ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ

ଶବ୍ଦ ଓଡିଶା ବ୍ୟୁରୋ: କଳାହାଣ୍ଡିକୁ ଉଡ଼ିବ ବିମାନ । ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ…

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଶବ୍ଦ ଓଡିଶା ବ୍ୟୁରୋ: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ। ଜଷ୍ଟିସ ଏସ.ମୁରଲୀଧରଙ୍କ ଅବସର ପରେ ଜଷ୍ଟିସ ଶୁଭାଶିଷ ତାଳପତ୍ର ନୂଆ…

ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଗଞ୍ଜାମ ଜିଲ୍ଲା ବଡଗଡ଼ ଗ୍ରାମର ବଳରାମ ଦାସ । ସେ ବଡଗଡ଼ ଥାନାରେ କାର୍ଯ୍ୟ କରୁଥିଲେ।ବଳରାମ ନିଶାସେବନ କରନ୍ତି । କିଛି ଦିନ ତଳେ ବଳରାମ ନିଶାସେବନ…

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଶବ୍ଦ ଓଡିଶା ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଛି । ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧ ଦଶମିକ ୧୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର…

ହରିଶଙ୍କର ପୀଠ ପରିଦର୍ଶନ କଲେ ଫାଇଭ-ଟି ସଚିବ

ଶବ୍ଦ ଓଡିଶା ବ୍ୟୁରୋ: ହରିଶଙ୍କର ପୀଠ ପରିଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଟିଟଲାଗଡ଼ରୁ ହେଲିକପ୍ଟର ଯୋଗୁ ପାଟଣାଗଡ଼ ଆସି ହରିଶଙ୍କର ମନ୍ଦିର ବୁଲିଛନ୍ତି ୫-ଟି ସଚିବ । ଦର୍ଶନ କରିବା ସହ ମନ୍ଦିରର ଥିବା ସମସ୍ୟା ବାବଦରେ…

ସଂସ୍କୃତି ନିର୍ଦ୍ଦେଶକ ଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ପୁରୀ – ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲ୍ଲୀପ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଏକ ଟିମ ଆଜି ପୁରୀ ଗସ୍ତ କରିଥିଲେ। ପରିକ୍ରମା ପ୍ରକଳ୍ପ ଅଧୀନସ୍ଥ ମଠ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ରକ୍ଷଣା ବେକ୍ଷଣ ଆଦି…

ରତ୍ନ ଭଣ୍ଡାର ଗୃହର ଯାଞ୍ଚ ପାଇଁ ଖୋଲିଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଗାମୀ ରଥଯାତ୍ରା ସମୟରେ ଭିତର ରତ୍ନ ଭଣ୍ଡାର ଗୃହର ଯାଞ୍ଚ ପାଇଁ ଖୋଲିଯିବା ନେଇ ସ୍ଥିର କରାଯାଇଛି। ତେବେ ସର୍ବୋଚ୍ଚ ଅଥବା ଉଚ୍ଚ ନାୟାଳୟର ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ଥରୀୟ ବୈଷୟିକ…

ମହାନଦୀରେ ୨୦ ଫୁଟର ଘାଇ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ତେରମାଣପୁର ଗାଁ ଓ କୋଟ ସାହିରେ ବସବାସ କରୁଥିବା ପ୍ରାୟ ୧୦୦୦ରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ…

କାକିରିଗୁମା +2 ସେକେଣ୍ଡାରୀ ସ୍କୁଲ ପ୍ରଥମ ବର୍ଷ ପ୍ରଥମ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବ

କାକିରୀଗୁମା ଉଚ୍ଚ ବିଦ୍ୟାଳୟ +2 ସେକେଣ୍ଡାରୀ ସ୍କୁଲର ମାନ୍ୟତା ପାଇବା ପରେ ପ୍ରଥମ ବର୍ଷ ପ୍ରଥମ ଛାତ୍ର ଛାତ୍ରୀ ମାନଙ୍କୁ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସମ୍ବର୍ଦ୍ଧନା ଓ ଉଦଘାଟନ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ମାନ୍ୟବର ବିଧାୟକ…