ଶବ୍ଦ ଓଡିଶା ବ୍ୟୁରୋ: ହରିଶଙ୍କର ପୀଠ ପରିଦର୍ଶନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଟିଟଲାଗଡ଼ରୁ ହେଲିକପ୍ଟର ଯୋଗୁ ପାଟଣାଗଡ଼ ଆସି ହରିଶଙ୍କର ମନ୍ଦିର ବୁଲିଛନ୍ତି ୫-ଟି ସଚିବ । ଦର୍ଶନ କରିବା ସହ ମନ୍ଦିରର ଥିବା ସମସ୍ୟା ବାବଦରେ ପୂଜକମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ । ସମସ୍ୟାର ସମାଧାନ ପାଇଁ ସଚିବ ପ୍ରତିଶ୍ରୁତି ଦେଇଥିବା ସୂଚନା ମଳିଛି ।
