କୁମ୍ବି ବେଳେ ଜିଲୋଟିନ୍, ହ୍ୟାଣ୍ଡ ଗ୍ରେନେଡ୍, ବନ୍ଧୁକ ଜବତ

ଶବ୍ଦ ଓଡିଶା ବ୍ୟୁରୋ: କୁମ୍ବି ବେଳେ ବିଏସଏଫ ଯବାନଙ୍କୁ ସଫଳତା । ମାଲକାନଗିରି କାଲିମେଳା ଥାନା ଭେଜାଙ୍ଗିିୱାଡା ଅଞ୍ଚଳରୁ ବିପୁଳ ପରିମାଣର ମାଓ ସମାଗ୍ରୀ ଜବତ ହୋଇଛି । ମାଟି ତଳେ ଏହି ସବୁ ମାଓ ସାମଗ୍ରୀକୁ ପୋତାଯାଇ ଲୁଚାଯାଇଥିଲା । ଅମାପଦର ଓ ଏଲକାନୁର ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରକ ଓ ବନ୍ଧୁକ ଜବତ କରିଛନ୍ତି ।

You May Also Like

More From Author

+ There are no comments

Add yours