ସରକାର ବିରୋଧରେ ଆଜି ଆସିବ ଅନାସ୍ଥା ପ୍ରସ୍ତାବ 

ଶବ୍ଦ ଓଡିଶା ବ୍ୟୁରୋ: ମୋଦୀ ସରକାର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ମଣିପୁର ପ୍ରସଙ୍ଗରେ ବିରୋଧୀମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବିରୋଧୀମାନେ ବାରମ୍ବାର ଦାବି କରିଆସିଥିବା ବେଳେ ମୋଦୀ ଏଯାଏଁ ଏନେଇ ବିବୃତି ରଖି ନାହାନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ବିବୃତି ରଖିପାରନ୍ତି ।

You May Also Like

More From Author

+ There are no comments

Add yours