Mon. Nov 30th, 2026

Category: ଆଞ୍ଚଳିକ

ଚିରନିଦ୍ରାରେ କବି ଜୟନ୍ତ ମହାପାତ୍ର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଶବ୍ଦ ଓଡିଶା ବ୍ୟୁରୋ : ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଗତକାଲି ରାତି ୯ଟାରେ ତାଙ୍କର ଦେହାନ୍ତ ହୋଇଛି । କବି ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ…

ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ : ରାଜ୍ୟରେ ବର୍ଷା ସମ୍ଭାବନା । ମୌସୁମୀଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ଦରଭଙ୍ଗା, ବାଲୁର୍‌ଘାଟରୁ ମଣିପୁର ଆଡ଼କୁ ଲମ୍ବିଛି । ଫଳରେ ରାଜ୍ୟରେ ମୌସୁମୀ…

ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ନୀରଜ ଜିତିଲେ ସ୍ୱର୍ଣ୍ଣ ପଦ

ଶବ୍ଦ ଓଡିଶା ବ୍ୟୁରୋ : ଜାଭଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ । ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ…

ଅନ୍ଧାରୀ ମୂଲକ କୋରାପୁଟର ଲରେଶ ଗାଁ, ସରକାରଙ୍କୁ ପ୍ରଶ୍ନ ଆମର ଦୋଷ କଣ?

“ପଦୁଗୁଡା ର ଦୁଃଖ ଶୁଣିଲେ, ଆମ କଥା କେବେ ? ଆମେ କି ଦୋଷ କଲୁ ବାବୁ। ପାନୀୟ ଜଳ, ରାସ୍ତା, ବିଜୁଳି ସହ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ । 77 ବର୍ଷର ଅଭିଶପ୍ତ କାହାଣୀ ।” ଦଶମନ୍ତପୁର :…

ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନ

ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ଓଡିଶା ଗ୍ରାମ ଉନ୍ନୟନ ବିଭାଗ ନିଜର ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ପାଇଁ…

ତିନି ଗାଁରୁ ଚାରି ଦାଦନଙ୍କ ମୃତ୍ୟୁ,ରୋଜଗାର ପାଇଁ ଯାଉଛନ୍ତି ଆନ୍ଧ୍ର

ଦଶମନ୍ତପୁର: (ଶୈଳେଶ ଖଡିଆରଙ୍କ ରିପୋର୍ଟ) କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ କାମ ନପାଇ ରୋଜଗାର ପାଇଁ ଯାଉଥିବା ଦାଦନ ଦୁଃଖର ଚିତ୍ର ଏବେ କିଛି ଦିନ ହେବ,ପୁଣି ଥରେ ସାମ୍ନାକୁ ଆସିଛି । କେତେବେଳେ ରାଜ୍ୟ ବାହାରକୁ ଯାଇ ପ୍ରାପ୍ୟ ମିଳୁନି…

ବର୍ଣ୍ଣବୋଧ ପାଠଶାଳା ରେ ପାଳିତ ହେଲା ୫୧ ତମ ଗିରିଜା ଅନ୍ନଦାନ ଉତ୍ସବ

ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ସୀତାନାଥ ବସ୍ତି ରେ ରହୁଥିବା ପିଲାମାନଙ୍କୁ ନେଇ ଯଶୋଦା ମା ଫାଉଣ୍ଡେସନ ଦ୍ୱାରା ଆରମ୍ଭ ହୋଇଥିବା ବର୍ଣ୍ଣ ବୋଧ ପାଠଶାଳା ରେ ମାଷ୍ଟର ଗିରିଜା ମେମୋରିଆଲ ରୋଡସେଫ୍ଟଟି ଫାଉଣ୍ଡେସନ ଟ୍ରଷ୍ଟ ଓ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା…

ଉଲୁଣ୍ଡା ବନ ବିଭାଗ ପକ୍ଷରୁ ଚଢ଼ଉ ,ଶାଳଗଣ୍ଡି ଜବତ,୪ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଇଁଲଛାଟ ଛକ ନିକଟ ଦଳଟାଙ୍ଗର ସଂରକ୍ଷିତ ଜଙ୍ଗଲରେ ଉଲୁଣ୍ଡା ବନ ବିଭାଗ ପକ୍ଷରୁ ଚଢ଼ାଉ। ଶାଳ ଗଣ୍ଡି ଜବତ ସହ ୪ ଜଣ ଙ୍କୁ ଗିରଫ କରିଛି ବନ ବିଭାଗ। ଉକ୍ତ ଜଙ୍ଗଲରେ ଶାଳ ଗଣ୍ଡି…

ଉପନିର୍ବାଚନ ପାଇଁ ୱାର୍ଡ ସଭ୍ୟ ସଭ୍ୟା ଙ୍କ ବି ଡି ଓ ଙ୍କ ପାଖେ ଦ୍ୱାରସ୍ଥ

@ ଚନ୍ଦା ହାଣ୍ଡି 23/8(ଆ ପ୍ର )– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଂଚାୟତ ରେ ସରପଞ୍ଚ ପଦବୀ ଉପନିର୍ବାଚନ କରିବା ପାଇଁ ପଂଚାୟତ ର 8 ଜଣ ୱାର୍ଡ ସଭ୍ୟ ସଭ୍ୟ ବିଡିଓ ଙ୍କ ଦ୍ଵାରସ୍ଥ ହୋଇଥିବା ନେଇ…

ଚିକିତ୍ସା ପାଇଁ ହାତ ବଢାଇଲା ପୁରୀ ଜିଲ୍ଲା ପ୍ରଶାସନ

ପୁରୀ: ଚିକିତ୍ସା ସହାୟତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦୦୦ ଟଙ୍କା ସହାୟତା ଦିଆଯାଇଛି। ଚନ୍ଦନପୁର ଚାଳିଶି ବାଟିଆ ପଞ୍ଚାୟତ ପିତେଇପୁର ଗ୍ରାମର ନିଆଲୀ ମାଣ୍ଡିଆଙ୍କ ପୁତ୍ର ରମେଶ ଦୁରାରୋଗ୍ୟ କ୍ୟାନ୍ସର ରେ ପୀଡ଼ିତ ଥିବା ନେଇ ପ୍ରଶାସନର ଦୃଷ୍ଟି…