Mon. Nov 30th, 2026

Category: ଆଞ୍ଚଳିକ

ବୈଷୟିକ ଶିକ୍ଷା ପରେ ନିଯୁକ୍ତି ପାଇ ସମ୍ୱର୍ଦ୍ଧିତ ହେଲେ ଶୁକଦେବ

ପୁରୀ ଜିଲ୍ଲାର ପ୍ରତାପ ରାମଚନ୍ଦ୍ର ପୁର, ବାଲିସାହିର ପିତୃମାତୃହୀନ ଶୁକଦେବ ପ୍ରଧାନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ପୁରୀରୁ ଇଲେକ୍ଟ୍ରୋନିକ୍ସ ମେକାନିକ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇ ମାରୁତି ସୁଜୁକି ପ୍ରାଇଭେଟ କମ୍ପାନୀ ଅହମଦାବାଦରେ ନିଯୁକ୍ତି ପାଇଛନ୍ତି । କ୍ୟାମ୍ପସ ଚୟନ ମାଧ୍ୟମରେ…

ଭରତପୁର ଜଙ୍ଗଲ ବୁଲିଲେ ବର୍ଣ୍ଣବୋଧ ପାଠଶାଳାର କୁନି କୁନି ପିଲା

ଆଜି ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରଚେଷ୍ଟାରେ ପଣ୍ଡା ପାର୍କ ବସ୍ତି ଓ ସୋମନାଥ ବସ୍ତି ଅଞ୍ଚଳର ବର୍ଣ୍ଣବୋଧ ପାଠଶାଳାର ପିଲା ମାନଙ୍କ ମନରେ ହସ ଫୁଟାଇବା ପରିପ୍ରେକ୍ଷୀ ରେ ଭରତପୁର ଜଙ୍ଗଲ ସଫାରୀ ପରିଭ୍ରମଣ କରାଯାଇଥିଲା।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର AIU-ଏକାଡେମିକ୍ ଏବଂ ଆଡ୍‌ମିନିଷ୍ଟ୍ରେଟିଭ ଡେଭଲପ୍‌ମେଂଟ ସେଂଟର (AIU-AADC)), ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗ ଓ ଆସୋସିଏସନ୍ ଅଫ୍ ଇନ୍‌ଡିଆନ୍ ୟୁନିଭରସିଟିସ୍ (AIU), ନୂଆଦିଲ୍ଲୀର ମିଳିତ ସହଯୋଗରେ ଆଜିଠାରୁ “ଶିକ୍ଷାଦାନ ଏବଂ ଅନୁସନ୍ଧାନ ପାଇଁ ମୁକ୍ତ ଉତ୍ସ ସଫ୍ଟୱେର୍…

ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ, କ୍ୟାପିଟାଲ ହସ୍ପିିଟାଲରେ ଖୋଲିଲା ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର

ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଆଜି ସୁଦ୍ଧା ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି…

ବିଦ୍ୟାଧନ ଛାତ୍ରବୃତ୍ତି,ଦଶମ ପାସ ଛାତ୍ର ଛାତ୍ରୀ ମାନେ ଅନଲାଇନରେ କରିପାରିବେ ଆବେଦନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଦଶମ ପାସ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି । ସରୋଜିନୀ ଦାମୋଦରନ ଫାଉଣ୍ଡେସନ ଦ୍ୱାରା ବିଦ୍ୟାଧନ ଏକ ପାନ ଇଣ୍ଡିଆ ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କରାଯିବ । କୁମାରୀ ଶିବୁଲାଲ ଏବଂ ଏସଡି ଶିବୁଲାଲଙ୍କ ଦ୍ବାରା ଏହି…

ଅଗଷ୍ଟ ୨୩ରେ ଜହ୍ନରେ ପାଦ ଥାପିବ ଚନ୍ଦ୍ରଯାନ-୩

ମିଶନ ଚନ୍ଦ୍ରଯାନ-୩କୁ ନେଇ ଇସ୍ରୋର ବଡ଼ ଘୋଷଣା। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ନିର୍ଦ୍ଧାରଣ କରିଛି ଇସ୍ରୋ। ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ କହିଛି। ଇସ୍ରୋର ମୁନ୍ ମିଶନ ଚନ୍ଦ୍ରଯାନ-3 ବର୍ତ୍ତମାନ ସୁଦ୍ଧା…

ରାୟଗଡାରେ ଚତୁର୍ଥ ଜିଲ୍ଲା ସ୍ତରୀୟ ଓପନ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ ଅନୁଷ୍ଠିତ

ରାୟଗଡା: ରାୟଗଡା ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ – ୨୦୨୩ ଆଜି ଉଦଯାପିତ…

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡ଼ : ୧୯/ ୮/୨୦୨୩ ରାୟଗଡ ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡଙ୍କ ମିଳିତ ସଂଯୋଜନାରେ ଜିଲ୍ଲାରେ ବାଲ୍ୟ ବିବାହ ଘଟଣା ଗୁଡିକୁ ରୋକିବା ସହିତ କିଶୋର ଓ…

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଶବ୍ଦ ଓଡିଶା ବ୍ୟୁରୋ : ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୧୭ର ସେକ୍ସନ ୮(୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ପ୍ରଧାନଙ୍କୁ ଦୁଇ ବର୍ଷ…

ଫୁଲିବାରେ ଲାଗିଛି ବୈତରଣୀ

ଶବ୍ଦ ଓଡିଶା ବ୍ୟୁରୋ : ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ବୈତରଣୀ ଫୁଲିବାରେ ଲାଗିଛି । ଆଖୁଆପଦାଠାରେ ବୈତରଣୀର ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଜଳସ୍ତର ୧୭.୭୯ ମିଟର ରହିଛି ।…