Mon. Nov 30th, 2026

Category: ଆଞ୍ଚଳିକ

ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି, ୧୦ ବରିଷ୍ଠ ଅଫିସରଙ୍କ ବଦଳି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡ଼ା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ…

ଗୋପାଳ ଦାସର ୪ ଦିନିଆ ରିମାଣ୍ଡ ଅବଧି ଶେଷ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ଆଜି ସରିବ ରିମାଣ୍ଡ ଅବଧି । କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧ ତାରିଖରୁ ଗୋପାଳଙ୍କୁ…

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା : ଉତ୍ସବମୁଖର ମହିମାଗାଦି ପୀଠ

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠୁ ଆରମ୍ଭ ହୋଇଛି । ସଂଧ୍ୟାରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ଯୋରନ୍ଦା ମେଳା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପହଞ୍ଚି…

କାଶୀପୁର ବ୍ଲକରେ ବିଶାଳ ଜନ ସମାବେଶ,ଜଙ୍ଗଲ ଜମି ଅଧିକାର ପାଇଁ ଦାବି

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ, ଗୋଡିବାଲି ପଂଚାୟତର କରଞ୍ଜଗୁଡା ଗାଁରେ ଚାଷୀ ଏକତା ପରିଷଦ,ଅଖିଳ ଭାରତୀୟ କିସାନ ମଜଦୁର ସଭା ଏବଂ ଶାଶୁ ବୋହୁ ମାଳି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଓ କାଶୀପୁର ବ୍ଲକ ର ଆଖ ପାଖ…

ବିଜେପି ମାଲଗାଁ ମଣ୍ଡଳ ସଭାପତି ଦଳରୁ ବହିଷ୍କୃତ

ଚନ୍ଦାହାଣ୍ଡି- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝି ଙ୍କୁ ଦଳ ବିରୋଧି କାମ ପାଇଁ ବିଜେପିରୁ ବହିଷ୍କୃତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଧ କରାଯାଇଛି । ଏନେଇ ଚନ୍ଦାହାଣ୍ଡି ବିଜେପି କାର୍ଯ୍ୟଳୟକୁ ଜିଲ୍ଲା…

ଗାଁ ସେଲୁନରେ ବାଳ କାଟୁଛନ୍ତି ସାଂସଦ ରମେଶ ମାଝି

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି । ନିଜର ସରଳ ହୃଦୟ ଓ ସାଧାରଣ ଲୋକଙ୍କ ପ୍ରତି ଆତ୍ମୀୟତାର ଭାବ ପାଇଁ ଖୁବ ଜନପ୍ରିୟ । ନିଜର ଚୁଟି କାଟିବା ପାଇଁ ସହରର କୌଣସି ଦାମୀ ସେଲୁନକୁ ନ ଯାଇ ନିଜ…

ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମଦେବ କଲେଜର ୭୫ ବର୍ଷ ପୂର୍ତ୍ତିରେ ଦେବେ ଯୋଗ

ଶବ୍ଦ ଓଡିଶା ବ୍ୟୁରୋ: ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ ଦେବ କଲେଜର ୭୫ ବର୍ଷ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଗତକାଲି ଅବିଭକ୍ତ କୋରାପୁଟ ଜିଲ୍ଲାର ଏହି ସର୍ବପୁରାତନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ…

ଗୋପାଳ ଦାସ ମାରିଥିବା ଗୁଳିକୁ ପାଇଲା କ୍ରାଇମବ୍ରାଞ୍ଚ

ଶବ୍ଦ ଓଡିଶା ବ୍ୟୁରୋ: ମିଳିଲା ଗୁଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ହେବାର ୪ ଦିନ ପରେ ଗୁଳି ପାଇଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି…

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଶବ୍ଦ ଓଡିଶା ବ୍ୟୁରୋ: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ । ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି…

ଚନ୍ଦାହାଣ୍ଡି ବ୍ଲକର ପ୍ରଥମ ଫିଜିଓଥେରାପିଷ୍ଟ ସୁଶାନ୍ତ ଦଣ୍ଡସେନାଙ୍କୁ ଚାରିଆଡୁ ଶୁଭେଚ୍ଛା

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଡାକ୍ତର ସୁଶାନ୍ତ କୁମାର ଦଣ୍ଡସେନାଙ୍କୁ ଚାରୁଆଡୁ ଶ୍ରଦ୍ଧା ଓ ଶୁଭେଚ୍ଛା ଛୁଟିଛି । ସମଗ୍ର ଅଞ୍ଚଳର ପ୍ରଥମ ଫିଜିଓ ଥେରାଫିଷ୍ଟ ହୋଇଥିବାରୁ ଚନ୍ଦାହାଣ୍ଡି ଅଞ୍ଚଳରେ ଜନତା ଭାରି ଖୁସି । ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି…