ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଶବ୍ଦ ଓଡିଶା ବ୍ୟୁରୋ: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ । ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି ପୁଲିସ । ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପର ପୁରା କାହାଣୀ ରହିଛି । କିପରି ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିକୁୁ ଫସାଇ ବ୍ଲାକମେଲ କରି ଟଙ୍କା ଲୁଟୁଥିଲେ । କାହାକୁ ମୋହରା ବନାଇ ବ୍ଲାକମେଲ କରୁଥିଲେ ତାହା ଉପରେ ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours