Mon. Nov 30th, 2026

Category: ଆଞ୍ଚଳିକ

ନିଆରା କାର୍ଯ୍ୟକ୍ରମ ବର୍ଣ୍ଣବୋଧ ପାଠଶାଳା,ମନ ମୋହିଲା ଛାତ୍ରଛାତ୍ରୀଙ୍କ ଭାଷା ପ୍ରୀତି

ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ତରଫରୁ ସହରର ପାଞ୍ଚୋଟି ସ୍ଥାନରେ ଜାରିରହିଛି ବର୍ଣ୍ଣବୋଧ ପାଠଶାଳା । ବିଶେଷ କରି ବିଭିନ୍ନ ବସ୍ତିରେ ରହୁଥିବା ଛୋଟ ଛୋଟ ପିଲାଙ୍କୁ ଭାଷା,ସଂସ୍କୃତି ଓ ସାଧାରଣ ଜ୍ଞାନ…

ରାୟଗଡାରେ ଟ୍ରାନସଫର୍ମରରେ ଲାଗିଗଲା ନିଆଁ

ଶବ୍ଦ ଓଡିଶା ବ୍ୟୁରୋ: ଟ୍ରାନସଫର୍ମରରେ ଲାଗିଗଲା ନିଆଁ l ରାୟଗଡା ସହର ସ୍ଥିତ ଦୈନିକ ବଜାର ହନୁମାନ ମନ୍ଦିର ପଛରେ ଥିବା ଏକ ବିଦ୍ୟୁତ ଟ୍ରାନସଫର୍ମରରେ ହଠାତ ନିଆଁ ଲାଗିଯାଇଥିଲା l ଏହା ଦେଖି ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି…

ଜଳିଲା ଡମ୍ଫର ଓ ବାଇକ; ଚାଳକ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ଡମ୍ଫର ଧକ୍କାରେ ଜଳିଗଲା ବାଇକ୍। ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନ ଅନ୍ତର୍ଗତ ତଲସେରା…

ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା : ଆଜିଠୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ

ଶବ୍ଦ ଓଡିଶା ବ୍ୟୁରୋ: ସମ୍ବଲପୁରରେ ଆହୁରି କୋହଳ ହେଲା କଟକଣା । ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ । ଏବେ କେବଳ ରାତିରେ ୭ ଘଣ୍ଟା ଜାରି ରହିବ କଟକଣା । କଟକଣା କୋହଳ ହେବା…

ପାକିସ୍ତାନରେ ବୋମା ବିସ୍ଫୋରଣ : ୧୨ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ବିସ୍ଫୋରଣରେ ଥରି ଉଠିଛି ପାକିସ୍ତାନ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ ପୋଲିସ୍ କର୍ମୀଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୪୦ ଜଣ ଆହତ…

ହକି ଟିମର ପ୍ରାୟୋଜକ ଅବଧି ବଢାଇଲେ ରାଜ୍ୟ ସରକାର ,୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ

ଶବ୍ଦ ଓଡିଶା ବ୍ୟୁରୋ: ଆଉ ୧୦ବର୍ଷ ବଢ଼ିଲା ଭାରତୀୟ ଜାତୀୟ ହକି ଦଳ ମାନଙ୍କର ପ୍ରାୟୋଜକ ଅବଧି । ଆଜି ରାଜ୍ୟ କ୍ୟାବିନେଟ୍ ଉଭୟ ପୁରୁଷ ଓ ମହିଳା ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ଚୁକ୍ତିକୁ ଆଉ ୧୦ବର୍ଷ ପାଇଁ…

ହସ୍ପିଟାଲରେ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ହସ୍ପିଟାଲରେ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । ଏଣିକି ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ହସ୍ପିଟାଲ ଅଧିକାରୀମାନେ…

କାଳବୈଶାଖୀ ପ୍ରଭାବ: ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ହୋଇପାରେ । କିଛି ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯିବା ସହ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି…

୫ଜଣ କୁଖ୍ୟାତ ଅପରାଧୀଙ୍କୁ ଧରି ସଫଳତା ହାତେଇଲା ପୁରୀ ପୋଲିସ

ପୁରୀ ପୋଲିସକୁ ବଡ଼ ସଫଳତା ।ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବାବେଳେ ସେମାନଙ୍କ ଠାରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୁଆ ମହାନ୍ତି, ରାଜା ଆଚାର୍ଯ୍ଯ, ମିଲନ ମିଶ୍ର,…

ଓଡ଼ିଶାରେ ପୁଣି ଭୟ ଜାଗ୍ରତ କରୁଛି କରୋନା

ରାଜ୍ୟବାସୀଙ୍କ ମନରେ ପୁଣି ଭୟ ଜାତ ହୋଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢ଼ୁଛି ତାହା ଆଗକୁ ସ୍ଥିତି କଣ ହେବ ତାହା ଏବେ ଭୟ ସୃଷ୍ଟି କରୁଛି। କାରଣ ରାଜ୍ୟରେ ୫୦୦ ପାର କଲା ଦୈନିକ ସଂକ୍ରମଣ ।…