ଶବ୍ଦ ଓଡିଶା ବ୍ୟୁରୋ: ଟ୍ରାନସଫର୍ମରରେ ଲାଗିଗଲା ନିଆଁ l ରାୟଗଡା ସହର ସ୍ଥିତ ଦୈନିକ ବଜାର ହନୁମାନ ମନ୍ଦିର ପଛରେ ଥିବା ଏକ ବିଦ୍ୟୁତ ଟ୍ରାନସଫର୍ମରରେ ହଠାତ ନିଆଁ ଲାଗିଯାଇଥିଲା l ଏହା ଦେଖି ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା l ଏନେଇ ସ୍ଥାନୀୟ ଲୋକମାନେ ବିଦ୍ୟୁତ ବିଭାଗକୁ ଫୋନ କରି ସୂଚନା ଦେଇଥିଲେ l ପରେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରିରହିଛି l
