Mon. Nov 30th, 2026

Category: ଆଞ୍ଚଳିକ

ସିଙ୍ଗାପୁରର ଅଭିଜ୍ଞତା ବାଣ୍ଟିଲେ ଏସଏଚଜି ମହିଳା

ସୁବର୍ଣ୍ଣପୁର ଜିଲ୍ଲା ମାଁ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମମତା ସାହୁ ସିଙ୍ଗାପୁର ଯାଇ ଫେରିବା ପରେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ତରଫରୁ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ…

ମେଧାବୀ ଛାତ୍ରୀଙ୍କ ପାଠପଢ଼ା ସ୍ଵପ୍ନ, ହାତ ବଢାଇଲେ ଯୋଶଦା ମାଆ

ଅଡବା : ଚଳିତ ଶିକ୍ଷା ବର୍ଷ ଦଶମ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୧୯ ନମ୍ବର ଆଣିଛନ୍ତି ଗଜପତି ଜିଲା ମୋହନା ବ୍ଲକର ଆଦିବାସୀ ଅଧୁଷିତ ଅଞ୍ଚଳଖାରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରାଜପୁର ଗ୍ରାମର ମେଧାବୀ ଛାତ୍ରୀ ପ୍ରିୟଙ୍କା ମାଝୀ । ଆଗକୁ…

ପୁରୀ ପାନ୍ଥଭବନରେ ରଜ ଆସର୍

ଆମ ଓଡ଼ିଆ ମାନଙ୍କର ବଡ ପର୍ବ।ଏହି ଦିବସ ରେ ଘରେ ଘରେ ପିଠାପଣା ର ଆସର ଜମିଥାଏ।ଦୋଳି ଖେଳ, କବାଡି ଖେଳ,ଲୁଡୁ,ତାସ ଇତ୍ୟାଦି ଖେଳ ମଧ୍ୟ ଆନନ୍ଦ ଦେଇଥାଏ ଏହି ପର୍ବରେ।ରଜ ଉତ୍ସବ କୁ ଆଜି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ…

ରଥ ନିର୍ମାଣ ଜୋରସୋର,ତିନି ରଥରେ କାନକମୁଣ୍ଡି ସରିଲା

ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥରେ ଚାଲିଚି ବେଦୀ ସିଂହାସନ କାର୍ଯ୍ୟ ।ବେଦୀ ନିର୍ମାଣ ନିମନ୍ତେ ତିନିରଥରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’…

ରାଜପ୍ରସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ

ଆଜି ଅଣସର ଦ୍ଵାଦଶୀ , ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି…

ପୁରୀରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ହେଲେ ହଟହଟା , ସେବାୟତଙ୍କ ପ୍ରଶ୍ନରେ ଚୁପ୍

ପୁରୀରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ହେଲେ ହଟ ହଟା । ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି, ଅସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସେବାୟତଙ୍କ ବିରୋଧର ସମ୍ମୁଖୀନ…

ପାନାବେଡା କଳା ସାଂସ୍କୃତିକ ପରିଷଦ ଦ୍ୱାରା ଲୋକ କଳା ମହୋତ୍ସବ ପାଳନ

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ପାନାବେଡା କଳା ସାଂସ୍କୃତିକ ପରିଷଦ ର ସଭାପତି l ବଂଶୀ ଧର ଦାଶ ଙ୍କ ନେତୃତ୍ୱ ରେ ଧୋଡ଼ିପାଣି ପଞ୍ଚାୟତ ହାଟପଦା ଠାରେ ରଜ ପର୍ବ ଉପଲକ୍ଷେ ଓଡିଶା ଲୋକକଳା ମହୋତ୍ସବ ପାଳନ ହୋଇ ଯାଇଛି l…

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ସମ୍ଵର୍ଦ୍ଧିତ ହେଲେ ୮ ରକ୍ତଦାତା ୨ ଅନୁଷ୍ଠାନ ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।…

ରଥଯାତ୍ରା ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ, ଭର୍ଚୁଆଲ ମୋଡରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଟାଉନ ହଲରେ ବୈଠକ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମୋଡରେ ଯୋଗ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି…

ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ବାରା ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

ସ୍ଥାନୀୟ ଜି.ସି.ଡି ଜିଲ୍ଳା ହାଇସ୍କୁଲ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ ଜାତୀୟ ବାଳ ଶ୍ରମିକ ନିଷେଧ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା…