Sat. Oct 17th, 2026

Category: Latest

ଆତ୍ମନିର୍ଭର ଦୁଇ ଏସ୍ ଏସ୍ ଜି ସଦସ୍ୟାଙ୍କୁ ମିଶନ ଶକ୍ତି ମହାସଂଘର ଅଣଦେଖା ଅଭିଯୋଗ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ୱୟଂ ସହାୟିକା ଗୋଷ୍ଠୀର ଦୁଇ ସଭାନେତ୍ରୀ । ବ୍ୟାଙ୍କ ଏବଂ ମିଶନ ଶକ୍ତି ରୁ ଋଣ ନେଇ ସ୍ୱାବଲମ୍ବୀ ହେଲେ । ଏମିତି ଦୁଇ ଜଣ ଚନ୍ଦାହାଣ୍ଡି ସଦରର ମା ତୁଳସୀ ସ୍ୱୟଂ…

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସମସ୍ତେ…

ନିଜେ ଅସୁସ୍ଥ ହୋଇ ଭୁବନେଶ୍ଵର ଲୋକଙ୍କୁ ଅସୁସ୍ଥ କରୁଛନ୍ତି ଓଡ଼ିଶା ସରକାର : ମନମୋହନ ସାମଲ

ଗାଡକଣ ସୈନିକ ସ୍କୁଲ ଠାରେ ଥିବା ଡମ୍ପିଂ ୟାର୍ଡକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚତୁର୍ଥ ଦିନରେ ପହଞ୍ଚିଲା ବିଜେପିର ସତ୍ୟାଗ୍ରହ । ଦଳର ସତ୍ୟାଗ୍ରହରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଡ଼ମ୍ପିଂ ୟାର୍ଡ ସମସ୍ୟାର ସ୍ଥାୟୀ…

ଚନ୍ଦାହାଣ୍ଡି ରେ ଗଡିଲା ଲକ୍ଷ୍ମୀ ବସ୍‌

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆଜି ଲକ୍ଷ୍ମୀ ବସ୍ ର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଚନ୍ଦାହାଣ୍ଡି ବି ଡି ଓ ରାମକୃଷ୍ଣ ନାୟକ ଆଜି ବସ୍ ଟିକୁ ନଡିଆ ବାଡେଇ ସୁସ୍ୱାଗତ କରି ଥିବା ବେଳେ ଚନ୍ଦାହାଣ୍ଡି…

୩୧୪ଟି ବ୍ଲକରେ ପ୍ରେକ୍ଷାଳୟ ନିର୍ମାଣ କେବେ? ଓଡ଼ିଆ ଚଳଚିତ୍ର ପାଇଁ ସରକାରକୁ ବିଜେପିର ପ୍ରଶ୍ନ

ଭୁବନେଶ୍ୱର : ଓଡ଼ିଆ “ଫିଲ୍ମ ଇଣ୍ଡଷ୍ଟି” ଉପରେ ୨୦ହଜାର ପରିବାର ନିର୍ଭର କରୁଛନ୍ତି । ତେବେ ରାଜ୍ୟ ସରକାର ସେମାନଙ୍କ ପ୍ରତି କୌଣସି ବ୍ୟବସ୍ଥା କରିନାହାନ୍ତି କି ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । କଳାକାରମାନେ…

ଆଦିବାସୀଙ୍କ ଜମି ହଡପ୍ କ୍ୟାବିନେଟ ନିଷ୍ପତିର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଡିସେମ୍ବର ୧ରୁ ବିଜେପିର ବ୍ୟାପକ ଜନ ଅନ୍ଦୋଳନ

ଭୁବନେଶ୍ୱର,ତା.୨୫/୧୧: ରାଜ୍ୟ ଜନସଂଖାର ୨୪ ଭାଗ ହେଉଛନ୍ତି ଅନୁସୁଚିତ ଜନଜାତି ବର୍ଗର । ସବୁଠୁ ଅବହେଳିତ ଓ ଗରୀବିରେ ସଢୁଥିବା ଆଦିବାସୀ ଭାଇମାନଙ୍କ ସୁରକ୍ଷା ଆମ୍ଭମାନଙ୍କର ମୈାଳିକ କର୍ତବ୍ୟ । ନବୀନ ସରକାରଙ୍କ କର୍ପୋରେଟ ପ୍ରୀତି ତଥା ସାଧାରଣ ଆଦିବାସୀଙ୍କୁ ସର୍ବହରା…

ତରଳିଗଲା ମହିଳା ପୁଲିସଙ୍କ ହୃଦୟ,କୋଚି ପୁଲିସ୍‌ ଷ୍ଟେସନରେ ମାଆ-ମମତାର ହୃଦୟସ୍ପର୍ଶୀ ଦୃଶ୍ୟ

ଏକ ଅଜଣା ଛୁଆର କାନ୍ଦ ଆଗରେ ତରଳିଗଲା ପୁଲିସ୍‌ ହୃଦୟ । ପୁଲିସ୍‌ ବର୍ଦ୍ଦି ତଳୁ ବିଚଳିତ କଲା ମା’ର ମମତା। ଶେଷରେ କର୍ତ୍ତବ୍ୟକୁ ପଛ କରି ନିଜ ହୃଦୟର ଡାକ ଶୁଣିଲେ ପୁଲିସ୍‌ ଅଧିକାରୀଜଣକ । ତା’ ପରେ ସେ…

ତ୍ରିବିକ୍ରମ ବେଶରେ ସଜେଇ ହେଲେ ମହାପ୍ରଭୁ

ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗି କରାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ…

ସୋନପୁର ସହରର ମନ୍ଦିର ପୂଜକଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି

https://youtu.be/qfU_tFQwjXk ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ରମଜୀ ନଗର ରେ ରହୁଥିବା ଜଣେ ମନ୍ଦିର ପୂଜକ ଙ୍କ ଘରୁ ଚୋରି । ସହର ର ପଞ୍ଚରଥ ମନ୍ଦିର ପୂଜକ କୈଳାସ ରଥଙ୍କ ଘରୁ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର…

ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ରକୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥଚକ

ସୁବର୍ଣ୍ଣପୁର: ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ…