ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି⚫❗⚫
ଅଣସରରେ ତିନି ଠାକୁର। ୧୦୮ ଗରା ପାଣିରେ ଗାଧୋଇ ପଡିଛନ୍ତି ଜ୍ୱରରେ। ଏହି ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ଏହି ଫୁଲିରି ତେଲ ଶ୍ରୀ ବିଗ୍ରହଙ୍କ ପାଦରେ ଘସାଯିବ ।…
ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଦୁଇ ଆହତ
ଶବ୍ଦ ଓଡିଶା ବ୍ୟୁରୋ: ସୋର ଥାନା ଅଞ୍ଜିଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଂଜି ବଜାରରେ…
ମଞ୍ଚ ଉପରେ ଟଳି ପଡିଲେ ନୃତ୍ୟଗୁରୁ ଶ୍ରୀଗଣେଶନ
ଶବ୍ଦ ଓଡିଶା ବ୍ୟୁରୋ: ମଞ୍ଚରେ ଟଳି ପଡିଲେ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀଗଣେଶନ । ଭଞ୍ଜକଳା ମଣ୍ଡପରେ ଚାଲିଥିବା ନୃତ୍ୟ କାର୍ଯ୍ୟକ୍ରମରେ, ଦୀପ ପ୍ରଜ୍ୱଳନ କରିବାବେଳେ ଟଳି ପଡିଛନ୍ତି ଶ୍ରୀଗଣେଶନ ।କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଞ୍ଜକଳା…
ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କଲା ଭାରତ
ଶବ୍ଦ ଓଡିଶା ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି । ପୂରା…
ଉଚ୍ଚଶିକ୍ଷା ବିଭାଗରୁ ବିଦା ହେଲେ ସଚିବ ବିଷ୍ଣୁପଦ ସେଠୀ
ଶବ୍ଦ ଓଡିଶା ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିଦା କରାଯିବାର କିଛି ଘଣ୍ଟା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି । ତାଙ୍କୁ ପସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ…
ସାରା ରାଜ୍ୟରେ ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି କରୁଛି ନାକେଦମ
ଶବ୍ଦ ଓଡିଶା ବ୍ୟୁରୋ: ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ରାଜ୍ୟରେ ଲଗାତାର ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ସବୁ ସୀମା ଲଂଘିଛି । ଉପକୂଳରେ ମଧ୍ୟ ଗୁଳୁଗୁଳି ଛଟପଟ କରୁଛି । ଶୁକ୍ରବାର ଝାରସୁଗୁଡ଼ା…
ବଡ଼ ଶବ୍ଦରେ ଫାଟିଲା କଂକ୍ରିଟ ରାସ୍ତା
ଫାଟିଲା କଂକ୍ରିଟ ରାସ୍ତା। ପ୍ରବଳ ଶବ୍ଦ ହେବା ସହ ସିମେଣ୍ଟ ରାସ୍ତାରେ ପଡ଼ିଲା ଫାଟ। ଭୟଭିତ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡର ସାଗଜୁରି ଗାଁରେ ଘଟିଛି ଏଭଳି ଅଘଟଣ । ଆଜି ମଧ୍ୟାହ୍ନରେ ହଠାତ ଏକ ବଡ଼ ଶବ୍ଦ…
ଛୁଆ ଚୋରି ଅଭିଯୋଗ, ଜଣେ ଅଟକ
ଛୁଆ ଚୋରି ଅଭିଯୋଗରେ ଜଣେ ଅଟକ I ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ I ସୂଚନା ଅନୁଯାୟୀ ସାନ ନୂଆପାଲି ଗାଁରେ ଏକ ବାହାଘର ଚାଲିଥିବା ବେଳେ ଏଥିରେ…