ବଢିଲା ମାଗଣାରେ ଆଧାର ଅପ୍ଡେଟ୍ ଅବଧି
ମାଗଣାରେ ଆଧାର କାର୍ଡ କାଗଜପତ୍ର ଅପ୍ଡେଟ୍ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏଥିପାଇଁ ଧାର୍ଯ୍ୟ ହୋଇଥିବା ସମୟ ଗତକାଲି ଶେଷ ହୋଇଥିଲା। ଏବେ ଲୋକମାନେ ଆଧାରକୁ ଅପ୍ଡେଟ୍…