Mon. Nov 30th, 2026

Category: Latest

ଭୂମିକମ୍ପରେ ଥରିଲା ପାଲେଷ୍ଟାଇନ୍, ରେକ୍ଟର ସ୍କେଲରେ ତୀବ୍ରତା ୪.୪

ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଉଠିଛି ପାଲେଷ୍ଟାଇନ୍ । ସବୁଠାରୁ ଏହି ଝଟକା ଜେରୁଜେଲମ୍ ସହରରେ ଅଧିକ ଅନୂଭୁତ ହୋଇଛି । ଏହାର ତୀବ୍ରତା ରେକ୍ଟର ସ୍କେଲରେ ୪.୪ ଥିବା ଜଣାପଡିଛି ।ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ଭୀଷଣ…

ସରିବ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ଶବ୍ଦ ଓଡିଶା ବ୍ୟୁରୋ: ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ସରିବ । ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ରହସ୍ୟ ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ…

ନବ ଦାସ ହତ୍ୟାକାଣ୍ଡର ତଦନ୍ତ, ଘଟଣାସ୍ଥଳକୁ ଯିବେ ଜଷ୍ଟିସ ଜେ.ପି ଦାସ

ଶବ୍ଦ ଓଡିଶା ବ୍ୟୁରୋ: ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ଘଟଣାସ୍ଥଳକୁ…

ଏଥର ଏସିଆ କପ ଶ୍ରୀଲଙ୍କାରେ ଅନୁଷ୍ଠିତ ହେଉ:ଅଶ୍ୱନି

ଶବ୍ଦ ମିଡ଼ିଆ ବ୍ୟୁରୋ: ଏସିଆ କପ୍‌ ଲଢ଼େଇ କେଉଁଠି ହେବ? ଏହାକୁ ନେଇ ବର୍ତ୍ତମାନ ଯାଏ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ଚର୍ଚ୍ଚା ହେଉଛି ଯେ ଏଥର ବି ଏସିଆ କପ ୟୁଏଇରେ ହୋଇପାରେ। ଏହାର ନିଷ୍ପତ୍ତି ମାର୍ଚ୍ଚରେ ହେବ।…

ସିନରିକ୍ରିଏଟ କରିଲା କ୍ରାଇମବ୍ରାଞ୍ଚ, ମନ୍ତ୍ରୀଙ୍କୁ ନବ ଦାସଙ୍କୁ କେମିତି ମାରିଥିଲା ଦେଖାଇଲା ଗୋପାଳ

ଶବ୍ଦ ମିଡ଼ିଆ ବ୍ୟୁରୋ:ଗୋପାଳ ବଖାଣିଲା ଗୁଳି ମାଡ଼ ଘଟଣା। ଗୋଟି ଗୋଟି କରି ସବୁ କିଛି ଦେଖାଇଲା। ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ରେ କ୍ରାଇମ ସିନ୍ ରିକ୍ରିଏଟ୍ କରିଛି କ୍ରାଇମବ୍ରାଞ୍ଚ।ଆଜି ଗୋପାଳକୁ କଡ଼ା ସୁରକ୍ଷାବଳୟ ଭିତରେ ବ୍ରଜରାଜନଗର…

ଭାରତରେ ତୁର୍କୀ ଭଳି ଭୂମିକମ୍ପ ହେଲେ କଣ ହେବ ଭାରତର ଅବସ୍ଥା ?

ଶବ୍ଦ ମିଡ଼ିଆ ବ୍ୟୁରୋ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ…

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା

ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି ତୁର୍କୀରେ ୫.୭…

ପରଲୋକରେ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭି

ଶବ୍ଦମିଡ଼ିଆ ବ୍ୟୁରୋ:ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସଲମାନ ଖାନଙ୍କ ଫିଲ୍ମ 'ଚୋରି ଚୋରି ଚୁପ୍‌କେ ଚୁପ୍‌କେ' ଓ 'ଅଣ୍ଡର ଟ୍ରାୟଲ' ଆଦି ସୁପରହିଟ୍‌ ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ ଘଟିଛି। ସୋମବାର…

୧୦ ଦିନରେ ନବ ଦାସଙ୍କ ମୃତ୍ୟୁ, ଅସ୍ଥି ବିସର୍ଜନ କଲେ ପୁଅ ବିଶାଳ

ଶବ୍ଦ ମିଡ଼ିଆ ବ୍ୟୁରୋ:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ଦଶ ଦିନ ପୁରିଛି । ଆଉ ଦଶାହ କ୍ରିୟାକର୍ମ ପାଇଁ ପ୍ରୟାଗରାଜରେ ଅଛନ୍ତି ପୁଅ ବିଶାଳ ଦାସ । ଦଶାହ କ୍ର୍ରିୟାକର୍ମ ପୂର୍ବରୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ନବ ଦାସଙ୍କ ଅସ୍ଥି…

ପୁରୀ ଜିଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ

ଶବ୍ଦ ମିଡ଼ିଆ ବ୍ୟୁରୋ: ପୁରୀ ଜିଲାର ଗୋପଠାରେ ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ । ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର…