କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଶବ୍ଦମିଡ଼ିଆ ବ୍ୟୁରୋ:କଟକ: ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ଇଣ୍ଡିଆନ୍ ରାଇସ୍ କଂଗ୍ରେସର ଉଦ୍ଘାଟନ କରିଛନ୍ତି ରାଷ୍ଟ୍ରପତି। କାର୍ଯ୍ୟକ୍ରମରେ ୩୫୦ ରୁ ଅଧିକ କୃଷି ବୈଜ୍ଞାନିକ ଉପସ୍ଥିତ ଅଛନ୍ତି।ମଞ୍ଚରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…