ବାଙ୍ଗାଲୋରରେ ‘ଏରୋ ଇଣ୍ଡିଆ ୨୦୨୩’ ଉଦଘାଟିତ,ପ୍ରଧାନମନ୍ତ୍ରୀ କହିଲେ ଏଇଟା ଖାଲି ଗୋଟେ ‘ସୋ’ ନୁହେଁ ଭାରତର ସାମର୍ଥ୍ୟ
ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ବେଙ୍ଗାଲୁର ଠାରେ ବିମାନ ଉଡାନା ପ୍ରଦର୍ଶନୀ। ଏରୋ ଇଣ୍ଡିଆ ସୋ ଉଦଘାଟିତ ହୋଇଛି।ବେଙ୍ଗାଲୁରୁର ଆକାଶ ‘ନୂଆ ଭାରତ’ର ସାମର୍ଥ୍ୟର ସାକ୍ଷୀ ବୋଲି ଆଜି ବେଙ୍ଗାଲୁରୁରେ ଏସିଆ ମହାଦେଶର ବୃହତ୍ତମ ବିମାନ ଉଡ଼ାଣ ପ୍ରଦର୍ଶନ ‘ଏରୋ ଇଣ୍ଡିଆ ୨୦୨୩’ ଉଦ୍ଘାଟନ…