Mon. Nov 30th, 2026

Category: Latest

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଲଘୁଚାପ: ରାଜ୍ୟରେ ବର୍ଷା ଆଶଙ୍କା

ଶବ୍ଦ ଓଡିଶା ବ୍ୟୁରୋ: ୪ରେ ପୁଣି ଲଘୁଚାପ ଆଶଙ୍କା । ତିନି ଦିନ ପରେ ବଢିବ ବର୍ଷାର ପରିମାଣ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ୩ ତାରିଖରୁ ବର୍ଷାର ପରିମାଣ…

ଚାଷୀମାନଙ୍କ ପାଇଁ କ୍ୟାବିନେଟ୍ କମିଟି ବୈଠକରେ ସ୍ବତନ୍ତ୍ର ପ୍ୟାକେଜ

କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀମାନଙ୍କ ପାଇଁ ୩,୭୦,୧୨୮ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍‌କୁ ମଞ୍ଜୁର କରାଯାଇଛି। ଏହି ପ୍ୟାକେଜ୍ ଅଧୀନରେ ଏକାଧିକ ଯୋଜନାର ଲାଭ ରହିଛି। ଚାଷୀ କଲ୍ୟାଣ, ଜମି ଉତ୍ପାଦକତା ପୁନରୁଦ୍ଧାର ଓ…

ସୁନା ବେଶ ଅବସରରେ ”ଶବ୍ଦ ସମର୍ପଣ” ବହି ସମର୍ପିତ

ପୁରୀ : ପବିତ୍ର ସୁନା ବେଶ ଅବସରରେ ଭୁବନେଶ୍ଵରର ଶବ୍ଦ ମିଡିଆ ତରଫରୁ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଛି ଏକ କଫି ଟେବୁଲ ବୁକ୍, ଶବ୍ଦ ସମର୍ପଣ। ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ କିଛି ତଥ୍ୟ ,କିଛି ଅନୁଭବ ଓ ବିଶ୍ଵାସର କାହାଣୀ ,ତଥ୍ୟ,…

ସୁନା ଛାଉଁଣୀରେ ଦର୍ଶନ ଦେଉଛନ୍ତି ତିନିଠାକୁର

ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିୟନ୍ତା । ମହଣ ମହଣ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇ ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ। ଆଜି ସକାଳ 7ଟାରେ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ, ତଡ଼ପଲାଗି…

ରାୟଗଡ଼ାରେ ସକ୍ଷମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡାର କସ୍ତୁରୀ ନଗର ସ୍ଥିତ ସକ୍ଷମ କାର୍ଯ୍ୟାଳୟ ଠାରେ ସମୟ ସକାଳ ୧୧ ରେ ସକ୍ଷମ ପ୍ରତିଷ୍ଠା ଦିବସ ପାଳନ କରାଜାଇଛି। ଏହି କାର୍ଯ୍ୟକ୍ରମରେ ସକ୍ଷମର ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତାହା, ସକ୍ଷମ ଜ଼ିଲ୍ଲା ସହ-ସମ୍ପାଦକ ଶ୍ରୀ ଜଳନ୍ଧର…

ଦିଗପହଣ୍ଡିରେ ଡବଲ ମର୍ଡର, ୨ଜଣଙ୍କୁ ହତ୍ୟା କରି ଜାଳିଦେଲେ

ଶବ୍ଦ ଓଡିଶା ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡି ଥାନା ମହୁଡ଼ା ଗାଁରେ ଡବଲ ମର୍ଡର। ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦ୍ୱୟ ହେଲେ ଶିବ ଗୌଡ଼ ଓ ଲିଟୁ ଗୌଡ଼ । ଗତକାଲି ବିଳମ୍ବିତ…

ପାଠ ପଢିବେ ବୈଷ୍ଣବୀ, ସହଯୋଗ କଲେ ଯଶୋଦା ମାଆ ନିବେଦିତା

ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଠ ପଢି,ବଡ ମଣିଷ ହେବାକୁ ପଣ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ସାମ୍ମାଙ୍କୋ ଗାଁର ମେଧାବୀ ଛାତ୍ରୀ ବୈଷ୍ଣବୀ ସେଠୀ । ମାଟ୍ରିକ ପରୀକ୍ଷାରେ 90 ପ୍ରତିଶତ ମାର୍କ ରଖିଥିଲେ । ଭବିଷ୍ୟତରେ ପାଠ ପଢି…

ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ଶ୍ରୀଜିଉଙ୍କ ସୁନାବେଶ । ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ…

ମାଲକାନଗିରି ସୀମାରେ ମାତିଲେ ମାଓବାଦୀ। ୨ ଜଣଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଅପହରଣ ପରେ ୨ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ପ୍ରଜାକୋର୍ଟରେ ଦୁଇ ଜଣ ଗାଁ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ।ଛତିଶଗଡ଼ ସୁକମା ଜିଲ୍ଲା ତାଡ଼ମେଟଲା ପଞ୍ଚାୟତର…

ଛତିଶଗଡରେ କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଟି.ଏସ ସିଂହଦେଓ ହେବେ ନୂଆ ଉପମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ କଂଗ୍ରେସ ବଡ ନିଷ୍ପତି । ରାଜ୍ୟର ଶିକ୍ଷା ଓ ସ୍ୱାସ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜନ ଖଡଗେ । ଖଡଗେ କହିଛନ୍ତି, ସିଂଦେଓଙ୍କ…