Mon. Nov 30th, 2026

Category: Latest

କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବ୍ଦମିଡ଼ିଆ ବ୍ୟୁରୋ:କଟକ: ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସର ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି। କାର୍ଯ୍ୟକ୍ରମରେ ୩୫୦ ରୁ ଅଧିକ କୃଷି ବୈଜ୍ଞାନିକ ଉପସ୍ଥିତ ଅଛନ୍ତି।ମଞ୍ଚରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

୨୦ ହଜାର ଟଙ୍କାରୁ କମ ଦାମରେ କିଣନ୍ତୁ ଆଇ ଫୋନ ୧୨

ଶବ୍ଦମିଡ଼ିଆ ବ୍ୟୁରୋ:ବହୁତ କମ ଦାମରେ ଆଇଫୋନ ୧୨ ମିନିକୁ କିଣିବାର ମୌକା ଦେଉଛିି ଇକମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ। ଶାନଦାର ଡିସକାଉଣ୍ଟରେ ଆପଣ ଏହି ଫୋନକୁ କିଣିପାରିବେ ଖୁବ ଶସ୍ତାରେ ପାଓ୍ଵାରଫୁଲ ଫିଚର୍ସ ୫ଜି ଆଇଫୋନକୁ କିିଣିବା ପାଇଁ ଏବେ ଆପଣଙ୍କୁ ଆଉ…

ସରକାରଙ୍କ ପାତର ଅନ୍ତର ନୀତି,ରାଜଧାନୀରେ ପୁଣି ଧାରଣା ଦେବେ ଅଧ୍ୟାପକ କର୍ମଚାରୀ ସଂଘ

ଶବ୍ଦମିଡ଼ିଆ ବ୍ୟୁରୋ:ସମାନ କାମକୁ ସମାନ ଦରମା। ଏହି ଉକ୍ତିକୁ ପାଳନ ମଧ୍ୟ କରିଥିଲେ ସରକାର।ସେମାନେ ସମାନ କାମ କରୁଥିଲେ ଓ ବର୍ଷେ ହେଲା ସମାନ ଦରମା ବି ପାଇ ଆସୁଥିଲେ। ହେଲେ ହଠାତ୍‌ ସରକାରଙ୍କ ଏକ ନିଷ୍ପତ୍ତି ପୁଣିଥରେ ବିଭେଦର ସୀମାରେଖା…

ଏଟିଏମରୁ ଚୋରି କରି,ଏଟିଏମ ଜାଳିଦେଲେ ଦୁର୍ବୁତ୍ତ

ଶବ୍ଦମିଡ଼ିଆ ବ୍ୟୁରୋ:ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖ ରେ ଥିବା ଏସବିଆଇ ଏଟିଏମ ରୁ ବିଳମ୍ବିତ ରାତି ୩ ଟା ୩୦ ରୁ ୩,୪୫ ମି ମଧ୍ୟରେ ଚୋରି ହୋଇଛି। ଏଟିଏମ ରେ ଗଛିତ ଥିବା…

ଅଦ୍ଭୂତ:ରେଳଷ୍ଟେସନର ନାହିଁ ନାଁ, ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ଗୁରୁଡ଼ିଝାଟିଆ ପୂର୍ବତଟ ରେଳ ବିଭାଗ ଅଧିନରେ ରହିଛି ଛଅଗାଁସ୍ଥିତ ଗୁରୁଡ଼ିଝାଟିଆ ରେଳଷ୍ଟେସନ। କୁମାରପୁର, ଛଅଗାଁ, ଗୁରୁଡ଼ିଝାଟିଆ, ଗୋବରା ଓ ଓରନ୍ଦା ପଞ୍ଚାୟତର ଜନସାଧାରଣ ଏହି ରେଳଷ୍ଟେସନ ଉପରେ ନିର୍ଭରଶୀଳ ଅଟନ୍ତି। ଦୈନିକ ଶତାଧିକ ଯାତ୍ରୀ ଭୂବନେଶ୍ୱର, କଟକ ସହିତ ରାଉଲକେଲା…

ଓଡିଶା ଆସିବେ ସୁରେଶ ରାଇନା

ଶବ୍ଦମିଡ଼ିଆ ବ୍ୟୁରୋ: ଭାରତୀୟ ପୂର୍ବତନ କ୍ରିକେଟର ସୁରେଶ ରାଇନା ଆସନ୍ତା ୧୫ ତାରିଖ ବୁଧବାର କଟକ ଗସ୍ତରେ ଆସୁଛନ୍ତି। ବାଳିସ୍ଥିତ ଏମ୍‌ଜିଏମ୍‌ ସ୍ପୋର୍ଟ୍ସ ସ୍କୁଲ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଉଥିବା ଜଣାପଡ଼ିଛି। ଏହି ସ୍ପୋର୍ଟ୍ସ ସ୍କୁଲ୍‌ରେ ବହୁବିଧ…

ବିବାଦ ପରେ ନିଷ୍ପତି ବଦଳିଲା ନିଷ୍ପତ୍ତି, ଗାଈକୁ ଆଲିଙ୍ଗନ ନୋଟିସ ପ୍ରତ୍ୟାହାର

ଶବ୍ଦ ଓଡିଶା ବ୍ୟୁରୋ: ଭାଲେଣ୍ଟାଇନ ଡେକୁ ନେଇ ପଶୁ କଲ୍ୟାଣ ବୋର୍ଡର ଅଜବ ଚିଠି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଚିଠିରେ ଆସନ୍ତା ୧୪ ତାରିଖକୁ ଗାଈ ଆଲିଙ୍ଗନ ଦିବସ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା…

ଓଡ଼ିଶା ପୁଲିସ୍‌ ସବ-ଇନ୍ସପେକ୍ଟର ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ପୁଲିସ୍‌ ସବ-ଇନ୍ସପେକ୍ଟର ପଦବୀ ପୂରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସରକାରୀ ନିଯୁକ୍ତିରେ…

ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୪,୦୦୦

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପରେ ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟା‌ରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର…

ଟ୍ରକକୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୧୨ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍‌ ପଛରୁ ଧକ୍କା ଦେବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗର ବୋଲି…