Sun. Oct 18th, 2026

Category: Latest

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକ ସିମାରେ ଥିବା ଶାନ୍ତି ବନ ଠାରେ ଭୁବନେଶ୍ୱର ସ୍ଥିତ ନବଜ୍ୟୋତି ବିଜ୍ଞାନ କଲେଜ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅଭିଭାବକ /ଅଭିଭାବିକା ମାନଙ୍କୁ ନେଇ ଏକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା।ଏଥିରେ କଲେଜ…

ଅଭିନୟ ନିଶାରେ ମସଗୁଲ, ପ୍ରଫୁଲ୍ଲ କୁମାର ଲେଙ୍କା

କଳା ହେଉଛି ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । କଳା ହେଉଛି ହୃଦୟର ଭାବପ୍ରବଣତା ଏବଂ ଶକ୍ତିଶାଳୀ ଅନୁଭବର ଏକ ସ୍ୱତ ପ୍ରବୃତ୍ତ ପ୍ରବାହ । କଳାର ଆଧ୍ୟାତ୍ମିକ ବିକାଶର ଫଳ ସ୍ୱରୂପ ମଣିଷ ଅତ୍ୟଧିକ ଆତ୍ମସନ୍ତୋଷ ପାଇଥାଏ ।…

ବଡ଼ ଦେଉଳରେ ଖାଣ୍ଡି

ବଡ଼ ଦେଉଳ ରେ ସବୁ କିଛି ଶ୍ରେଷ୍ଠ। ମହାପ୍ରଭୁଙ୍କ ପାଇଁ ବ୍ୟବହାର ହେଉଥିବା ପ୍ରତ୍ୟେକ ବସ୍ତୁ ର ସ୍ଵାତନ୍ତ୍ରତା ଓ ମହତ୍ତ୍ଵ ରହିଛି। ସେ ତେଣିକି ଭଙ୍ଗା କୁଡୁଆ ହେଉ ନା କାହିଁକି, ତାହା ମଧ୍ୟ ଭକ୍ତ ଙ୍କ ର ଅତି…

ନିବେଦିତା ମାଆ

ସମାଜ ସେବାରେ ଉତ୍ସର୍ଗ କରିଛନିଜକୁ ଆନନ୍ଦ ମନେ,ଅଭାବୀ, ମେଧାବୀ, ଅନାଥଙ୍କ ପାଇଁବସିଛ ମାଆ ଆସନେ।ଯାହାର କେ ନାହିଁ ତୁମେ ତା’ର ଅଛସାଜିଛ ଯଶୋଦା ମାଆ,ବଣ ମଲ୍ଲି ବଣେ ଝଡ଼ିବା ଆଗରୁହୋଇଛ ତାହାକୁ ସାହା।ସେବାର ପୂଜାରୀ ତୁମେ ନିବେଦିତାସମାଜର ସେବା ପାଇଁ,ଆପଣା ଶରୀର…

ନାଗାଲାଣ୍ଡ ଦେଶର ପ୍ରଥମ ପେପରଲେସ ବିଧାନସଭା

ଦେଶର ପ୍ରଥମ ପେପରଲେସ ବିଧାନସଭା ଭାବେ ଇତିହାସ ସୃଷ୍ଟି କରିଛି ନାଗାଲାଣ୍ଡ। ଗତ ଶନିବାର ନାଗାଲାଣ୍ଡ ବିଧାନଭାକୁ ସମୂର୍ଣ୍ଣ ପେପରଲେସ କରାଯାଇଛି। ଏଠାରେ ରାଷ୍ଟ୍ରୀୟ ଇ-ବିଧାନ ପ୍ରକ୍ରିୟାକୁ ଲାଗୁ କରାଯାଇଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ବିଟ କରି…

ଜଗତପତିଙ୍କ ପଖାଳ ପ୍ରୀତି

#PakhalaDibasa #sabdaodisha #sabdamediaଓଡ଼ିଶା ମାଟିର ମହକ ନିଆରା ,ମହ ମହ ଖାଲି ବାସେ ;ଅମୃତ ମଣୋହି ଓଡ଼ିଆ ପରସି,ପଖାଳ କଂସାରେ ବସେଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆମେ ଓଡ଼ିଆ ,ଆମ ମାଟି ଓଡ଼ିଆ। ଆମ ସଂସ୍କୃତି ପରମ୍ପରା…

ସିକ୍ୟୁରିଟି ଚେକ୍ ବେଳେ ବାହାରିଲା ମଟର ଛୁଇଁ

ଓଡ଼ିଆ ଆଇପିଏସ୍ ଅଫିସର ତଥା ରାଜ୍ୟ ପରିବହନ ନିଗମର କମିଶନର ଅରୁଣ ବୋଥ୍ରା ନିକଟରେ ଅଡୁଆ ପରସ୍ଥିତିରେ ଫସି ଯାଇଥିଲେ । ନିଜ ବ୍ୟାଗରେ ଗ୍ରୀନ ମଟର ଆଣି ଆସୁଥିବା ବେଳେ ବିମାନ ବନ୍ଦରର ସିକ୍ୟୁରିଟି ଚେକରେ ଫସି ଯାଇଥିଲେ ବୋଥ୍ରା…

ଦୋଳରୁ ପଡି ହାତ ଭାଙ୍ଗିଦେଲେ କଳା ସାଆନ୍ତ

“ଦୋଳେଶ୍ଚ ଦୋଳଗୋବିନ୍ଦଂ ଚାପେଷୁ ମଧୁସୁଦନମ୍ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମଂ ନ ବିଦ୍ୟତେ”। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଆଉ ରଥରେ ବାମନଙ୍କୁ ଦର୍ଶନ କଲେ ମଣିଷ ପୁନର୍ଜନ୍ମରୁ ମୁକ୍ତିଲାଭ କରେ ବୋଲି କୁହାଯାଏ। ଏ ତିନୋଟି ପ୍ରମୁଖ ଯାତ୍ରା ଓଡ଼ିଆ…

ହସ୍ପିଟାଲରେ ନବଜାତଙ୍କୁ ମିଳିବ ଆଧାର

ରାଜ୍ୟରେ ଶତପ୍ରତିଶତ ‘ଆଧାର’ ନମ୍ବର ଆବଣ୍ଟନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନବଜାତ ଶିଶୁଙ୍କୁ ହସ୍ପିଟାଲରେ ହିଁ ‘ଆଧାର’ ପରିସରଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ବାଲ ଆଧାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ସୁବିଧା ହସ୍ପିଟାଲଗୁଡ଼ିକରେ…

ମିସାଇଲ ମାଡରେ ଲଭିଭ ସହର ଆହତ

ୟୁକ୍ରେନରେ ମିସାଇଲର ମାଡ ଜାରି ରହିଛି । ୟୁକ୍ରେନର ପଶ୍ଚିମରେ ଥିବା ଲଭିଭ ଉପରେ ଋଷର ହମଲା ଜାରି ରହିଛି । ପୂର୍ବରୁ କିଭ ସହ ଅନ୍ୟ ସହରରେ ବଡଧରଣର ଆକ୍ରମଣ କରିଥିଲା । କିନ୍ତୁ ଏହି ବଡଧରଣର ବିସ୍ଫୋରଣରେ ଆସିନଥିଲା…