Sun. Oct 18th, 2026

Category: Latest

ଋଷ ଠାରୁ ସବୁଠୁ ଅଧିକ ଅଶୋଧିତ ତୈଳ କିଣୁଛି ଭାରତ

ସ୍ୱାର୍ଥ ଆଧାରରେ ଋଷ ଠାରୁ ଅଶୋଧିତ ତୈଳ କିଣିବା ଉପରେ ନିଷ୍ପତ୍ତି ନେବ ଭାରତ। ଫେବୃଆରୀ ୨୦୨୨ ପରେ, ଯେମିତି ରୁଷରୁ ଅଧିକ ଅଶୋଧିତ ତୈଳ କିଣିବା ଆରମ୍ଭ କରିଛି, ସେହିପରି ଜାରି ରହିବ । ସର୍ବଶେଷ ଆକଳନରୁ ଜଣାପଡିଛି ଯେ…

ନିରବି ଯାଇଛି କେକେ ଙ୍କ ସ୍ବର

‘ହମ୍ ରହେଁ ୟା ନା ରହେଁ କଲ୍ ୟାଦ୍ ଆଏଁଗେ ୟେ ପଲ୍’… ବଲିଉଡର ଏହି ମନଛୁଆଁ ଗୀତ ଆଜି ସତ ପାଲଟିଛି। ନିଜ ଗୀତରେ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିବା ଲୋକପ୍ରିୟ ଗାୟକ କେ.କେ. ଶେଷରେ ‘ମ୍ୟୁଜିକ୍ କନ୍ସର୍ଟ’ରେ ହିଁ ଚିରଦିନ…

ପଲିଷ୍ଟର କପଡ଼ାରେ ଉଡ଼ିବ ତ୍ରିରଙ୍ଗା

ନୂଆ ରୂପରେ ଆସିବ ତ୍ରିରଙ୍ଗା। ପଲିଷ୍ଟର କପଡ଼ା ସହ ମେସିନ ତିଆରି ପତାକାରେ ପାଳିତ ହେବ ‘ହର ଘର ତ୍ରିରଙ୍ଗା’ ଅଭିଯାନ । ଗତ ବର୍ଷ କେନ୍ଦ୍ର ସରକାର ଭାରତର ଫ୍ଲାଗ କୋଡରେ ସଂଶୋଧନ କରି ପଲିଷ୍ଟର ଏବଂ ମେସିନ ଦ୍ୱାରା…

ଜିଦ ଧରିଲେ ୨୨ଟି ରାଜ୳ର ପେଟ୍ରୋଲ ପମ୍ପ ଡିଲର୍ସ; କିଣିବେନି ପେଟ୍ରୋଲ, ଡିଜେଲ

ପମ୍ପ ଡିଲର୍ସଙ୍କ ବଡ଼ ନିଷ୍ପତ୍ତି । ତୈଳ ମାର୍କେଟିଙ୍ଗ୍ କମ୍ପାନୀ ଗୁଡ଼ିକରୁ କିଣିବେନି ପେଟ୍ରୋଲ ଓ ଡିଜେଲ୍। ମାସ ଆରମ୍ଭରୁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସକୁ ନେଇ ରାତାରାତି ଘୋଷଣା କରାଯାଇଥିଲା । ଯାହାର କ୍ଷତିକୁ ନେଇ…

ଚର୍ଚ୍ଚାରେ ୪୬ ବର୍ଷ ପୁରୁଣା ବହି

୧୯୭୬ ମସିହାରେ ଲାଇବ୍ରେରୀରୁ ନେଇଥିବା ଏକ ବହିକୁ ୪୬ ବର୍ଷ ପରେ ଫେରସ୍ତ କରାଯାଇଛି। ଆମେରିକାର ଓୱାସୋ ଲାଇବ୍ରେରୀରେ ଦେଖିବାକୁ ମିଳିଛି ଏହି ଦୃଶ୳। ଯାହାକୁ ନେଇ ଓୱାସୋ ଲାଇବ୍ରେରୀ ଫେସବୁକ୍ ପେଜରେ ଏକ ଥ୳୲ଙ୍କ ୟୁ ନୋଟ ସେୟାର କରିଛି…

ମହାପ୍ରଭୁଙ୍କ ରଥ ପାଇଁ କାଠ

ନୀଳାଦ୍ରି ନାଥ ମହାପ୍ରଭୁ କାଳିଆ ସାଆନ୍ତଙ୍କ ରଥଯାତ୍ରା। ବାର ମାସରେ ତେର ପରବ ଭିତରେ ନବ ଦିନାତ୍ମକ ଯାତ୍ରା ହେଉଛି ଘୋଷ ଯାତ୍ରା। ଯାହାକୁ ରଥଯାତ୍ରା ବୋଲି ସାଧାରଣରେ କୁହାଯାଏ। ଆଉ ଏହି ରଥଯାତ୍ରାର ଶୁଭାରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଠାରୁ।…

ମହାପ୍ରଭୁଙ୍କର ଭଉଁରୀ ଯାତ୍ରା

ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଉତ୍ସବ l ଶ୍ରୀକ୍ଷେତ୍ରରେ ବଡ଼ ଧୁମ୍ ଧାମରେ ପାଳିତ ହୋଇଥାଏ ଏହି ଉତ୍ସବ। ଏହା ଶ୍ରୀକ୍ଷେତ୍ରେ ଭଉଁରୀ ନାମରେ ଖ୍ୟାତ ହୋଇଥିବା ବେଳେ ଶ୍ରୀକ୍ଷେତ୍ର ଛଡା ବାକି ଅନ୍ୟ ଆଡେ ଏହାର ପରଦିନ ଭଉଁରୀ ନୀତି ଅନୁଷ୍ଠିତ…

ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ଚିନ୍ତା ବଢ଼ାଉଛି ମଙ୍କିପକ୍ସ । ଧିରେ ଧିରେ କାୟା ବିସ୍ତାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।ତେବେ ଅଧ୍ୟୟନରୁ ଜଣାପଡିଛି ଯେ ଏହି ମଙ୍କିପକ୍ସ ଲକ୍ଷଣ, ସଂକ୍ରାମକ ପର୍ଯ୍ୟାୟ ଆଣ୍ଟିଭାଇରାଲ୍ ଔଷଧ ସହିତ ହ୍ରାସ ହୋଇପାରେ | ସମ୍ମାନଜନକ ମେଡିକାଲ୍ ଜର୍ନାଲ୍ ଲାନସେଟ୍…

ବଧିର କୁକୁର, ବୁଦ୍ଧି ପ୍ରଖର

ସବୁଠୁ ବିଶ୍ଵସ୍ତ ପ୍ରାଣୀ ହେଉଛି କୁକୁର। ଆଜିର ଜମାନା ରେ କୁକୁର ପାଳିବା ଏକ ସଉକ ହୋଇଗଲାଣି। ସବୁଠୁ ବଡ କଥା ହେଲା କୁକୁର ମାନଙ୍କ ଘ୍ରାଣ ଶକ୍ତି ଓ ଶ୍ରବଣ ଶକ୍ତି ଅତ୍ୟନ୍ତ ପ୍ରଖର ହୋଇଥାଏ। ଯେଉଁଥି ପାଇଁ ଅତି…

ତହସିଲଦାରଙ୍କୁ ଗଛ ଦଣ୍ଡ

କାକଟପୁର : ତହସିଲଦାରଙ୍କୁ ଗଛ ଦଣ୍ଡ। କାକଟପୁର ତହସଲଦାର ପୋତିବେ ୫୦ ଗଛ । ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିବା କାକଟପୁର ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତହସିଲଦାରଙ୍କୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ…