Sun. Oct 18th, 2026

Category: Latest

ଛୋଟ ପିଲାଙ୍କ ମୋବାଇଲ ନିଶା; ବୃଦ୍ଧି କରୁଛି ରୋଗର ଗନ୍ତାଘର

ଯଦି ଆପଣ ମଧ୍ୟ ମୋବାଇଲ୍ ସହ ନିଜ ଛୋଟ ପିଲାଙ୍କୁ ଖେଳିବାକୁ ଛାଡୁଛନ୍ତି, ତେବେ ସତର୍କ ରୁହନ୍ତୁ । ଖେଳ ସହ ଆପଣ ତାଙ୍କୁ ଆଖି ରୋଗ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ, ଚିଡଚିଡା ସହିତ ଅଳ୍ପ ବୟସରେ ଅଧିକ ରୋଗ…

ବିବାହର ୭ ବର୍ଷ ପରେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏକଥା ସତ ହୋଇଛି ରାଜସ୍ଥାନର ରେଶମାଙ୍କ ଘରେ। ବିବାହର ବହୁ ବର୍ଷ ପରେ କୋଳଟି ଫାଙ୍କା ପଡିଥିବାରୁ ସବୁବେଳେ କାନ୍ଦି କାନ୍ଦି ଦିନ ବିତାନ୍ତି। ତେବେ ଏକା ସାଙ୍ଗରେ ୫ଟି…

କାରଗିଲ ବିଜୟ ଦିବସରେ ବଡ଼ ଘୋଷଣା କଲେ ରାଜନାଥ ସିଂ

କାରଗିଲ ବିଜୟ ଦିବସ ଅବସରରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏକ ବଡ ଘୋଷଣା କରିଛନ୍ତି । ଦେଶର ୩ ସେନାଙ୍କ ମଧ୍ୟରେ ସମନ୍ୱୟ ଲାଗି କେନ୍ଦ୍ର ସରକାର ଏକ ମିଳିତ ଥିଏଟର କମାଣ୍ଡ ସ୍ଥାପନା କରିବାକୁ ଯାଉଛନ୍ତି । ସେ…

ଏଟିଏମରୁ ଟଙ୍କା ଉଠାଇବା ନେଇ ଆସିଲା ନୂଆ ପଦ୍ଧତି

ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଥିବା ଠକେଇକୁ ଆଖି ଆଗରେ ରଖି ଭାରତର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବଡ଼ ପରିବର୍ତ୍ତନ କରିଛନ୍ତି। ଯଦିଓ ଏବେ ଅଧିକାଂଶ ଲୋକ ୟୁପିଆଇ ଜରିଆରେ ନେଣଦେଣ କରୁଛନ୍ତି କିନ୍ତୁ ଗାଁ ଗହଳିରେ ଏବେ…

ହ୍ୱାଟ୍ସଆପ ଅପଡେଟ: ଡିସଆପିୟରିଂ ମେସଜ ହେବନି ଡିଲିଟ

ଦିନକୁ ଦିନ ହ୍ୱାଟ୍ସଆପ କିଛି ନା କିଛି ନୂତନ ଫିଚର ଆଣିବାରେ ଲାଗିଛି। ହ୍ୱାଟ୍ସଆପ ମଧ୍ୟ କ୍ରମାଗତ ଭାବେ ଫିଚର ଗୁଡିକର ବିକାଶ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ନିକଟ ଅତୀତରେ ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ…

ତଳୁ ଉପରକୁ ପ୍ରବାହିତ ହେଉଥିବା ଝରଣା

ସାଧାରଣତଃ ଝରଣା କହିଲେ ଆମେ ଜାଣିଛେ ପାହାଡ଼ ମଧୁର ଜଳର ନିମ୍ନଗାମୀ ସ୍ରୋତ। ମାତ୍ର ଭାରତରେ ଏମିତି ଏକ ଝରଣା ଅଛି ଯେଉଠିଁ ପାଣିର ସ୍ରୋତ ଦିଗ ବିପରୀତ। ଏହାର ଅର୍ଥ, ଏହି ଝରଣାରେ ଜଳ ତଳୁ ଉପରକୁ ପ୍ରବାହିତ ହୋଇଥାଏ।…

“ଗରିବ, ଆଦିବାସୀ ଓ ପଛୁଆ ବର୍ଗ ମୋର ଶକ୍ତି”

ସର୍ବୋଚ୍ଚ ମୁକୁଟ ପିନ୍ଧିଛନ୍ତି ଦ୍ରୌପଦୀ ମୁର୍ମୁ । ଯାହା ପାଇଁ ସାରା ଦେଶ ଅପେକ୍ଷା କରିଥିଲା, ଆଜି ତାହା ପୂର୍ଣ୍ଣ ହୋଇଛି । ରାଇସିନୀ ହିଲ୍ସର ରାଣୀ ସାଜିଛନ୍ତ ଏହି ଆଦିବାସୀ ମହିଳା। ଭାରତର ସର୍ବକନିଷ୍ଠ ରାଷ୍ଟ୍ରପତି ରୂପେ ରାଇସିନା ହିଲ୍ସ…

ଦୈନନ୍ଦିନ ଜୀବନରେ ଉପଯୋଗୀ ପରିବା ସାରୁ

ସାଧାରଣତଃ ଖାଇବା ପ୍ଲେଟରେ ସାରୁକୁ କେହି ପସନ୍ଦ କରନ୍ତି ନାହିଁ । ସାରୁ ଖାଇବା ଦ୍ୱାରା ବିଭିନ୍ନ ଆଲର୍ଜି ହେବାର ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଏହା ପରିବା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ଦେବ ବୋଲି ପ୍ରମାଣିତ ହୋଇଛି।…

ପରୀକ୍ଷା ହଲରେ ଏକାଠି ବସି ମୋବାଇଲରୁ କପି କରୁଛନ୍ତି ଛାତ୍ରଛାତ୍ରୀ

ଶିକ୍ଷା ଛାତ୍ର ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥାଏ। ଜ୍ଞାନର ଭଣ୍ଡାରକୁ ବିକଶିତ କରିବା ପାଇଁ ଶିକ୍ଷକ ଓ ଛାତ୍ର ଉଭୟ ଏଥିରେ ଲାଗିପଡନ୍ତି। କିନ୍ତୁ କିଛି ବିଶୃଙ୍ଖଳିତ ଶିକ୍ଷା ପ୍ରଣାଳୀରେ ଏକ ଛାତ୍ରର ଭବିଷ୳ତ ଅପରେ ପ୍ରଶ୍ନ ସୃଷ୍ଟି ହୁଏ।…

ବାରମ୍ବାର କଥାରୁ ଓହରୁଛି ଋଷ; ଚୁକ୍ତି ପରେ ଆକ୍ରମଣରେ ଲଗାଉନି ରୋକ

ଋଷ-ୟୁକ୍ରେନ ଯୁଦ୍ଧରେ ଦିନକୁ ଦିନ ଏକ ରକ୍ତଭିଜା ଫର୍ଦ୍ଦ ଯୋଡି଼ ହୋଇଯାଉଛି। ଯୁଦ୍ଧ ଶାନ୍ତିକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିଲା ଗ୍ରେନ ଏକ୍ସପର୍ଟ ଚୁକ୍ତି। ଯାହା ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲି ରହିଥିବା ସଂଘର୍ଷ ଶେଷ ହେବା…