Sun. Oct 18th, 2026

Category: Latest

ଭାରତ ଓ ପାକିସ୍ତାନରେ ନାରୀକୁ ସମ୍ମାନ ଦେବାରେ ଦ୍ରୌପଦୀ ଓ ମଲାଲାଙ୍କ ଅବଦାନ

ଏ ଧରିତ୍ରୀ ବହୁ ମହାପୁରୁଷଙ୍କୁ ଜନ୍ମ ଦେଇଛି। ସୁସ୍ଥ ସମାଜ ପାଇଁ ମହିଳାମାନଙ୍କର ଏକ ବିଶେଷ ଭୂମିକା ରହିଛି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୁଅନ୍ତୁ ଅବା ପାକିସ୍ତାନର ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇ। କେବଳ ମାତୃତ୍ବ ନୁହେଁ, ସବୁ କ୍ଷେତ୍ରରେ…

5G ଲଞ୍ଚ୍‌ ନେଇ ରିଲାଏନ୍ସ ଜିଓର ଇସାରା

ନିଲାମୀ ଶେଷ ହୋଇଛି ଫାଇଭ-ଜି(5G) ସ୍ପେକ୍ଟ୍ରମ। ତେବେ ଏଥିରେ ଆଗରେ ରହିଛି ରିଲାଏନ୍ସ ଜିଓ। ଏବେ ରିଲାଏନ୍ସ ଜିଓ ସାରା ଦେଶରେ 5G ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଯଦିଓ 5G ପ୍ଲାନ୍‌ ଓ ଟ୍ରାଏଲ୍‌ ନେଇ ରିଲାଏନ୍ସ ଜିଓ…

ଗାଡ଼ି ମାର୍କେଟରେ ଲୋକଙ୍କ ମାରୁତି ସୁଜୁକି କ୍ରେଜ୍

ଆଜିର ଅଟୋମୋବାଇଲ୍ସ ଯୁଗରେ ଗୋଟିଏ ପରେ ଗୋଟିଏ ଭଳିକି ଭଳି ଗାଡ଼ି ବଜାରକୁ ଆସିଲାଣି। ଗାଡ଼ି ମାର୍କେଟରେ ଇଞ୍ଜିନିୟର୍ସମାନଙ୍କ ମଧ୍ୟରେ ନୂଆ ଏବଂ ଗ୍ରାହକମାନଙ୍କର ମନମୁତାବକ ଗାଡ଼ି ଯୋଗାଇଦେବା ପାଇଁ ଲାଗିଛି ପ୍ରତିଯୋଗିତା। ପୂର୍ବରୁ ତଥା ଏ ଯାଏଁ ମଧ୍ୟ ଲୋକମାନେ…

ହୁସିଆର ହୋଇ ବ୍ୟବହାର କରନ୍ତୁ ହ୍ୱାଟ୍ସଆପ୍

ଆଜିର ଆଧୁନିକ ଜୀବନରେ ଛୋଟରୁ ଅତି ବଡ଼ କାମ ପାଇଁ ବି ଆମେ ଦରକାର କରିଥାଉ ହ୍ୱାଟ୍ସଆପ୍। ଅଫିସ୍ ହେଉ ବା ଘର, ଏହା ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଦୁଇ ବିଲିୟନରୁ ଅଧିକ ଉପଭୋକ୍ତା…

ସଙ୍କଟ ଘେରରେ ନୈନିତାଲ

ଭାରତର ଅନ୳ତମ ପ୍ରାକୃତିକ ସୌନ୍ଦର୍ଯ୳ରେ ଭରପୁର ସ୍ଥାନ ହେଉଛି ନୈନିତାଲ। ମାତ୍ର ଦିନକୁ ଦିନ ଏହି ସୌନ୍ଦର୍ଯ୳ ଉପରେ ବିପଦ ଦେଖାଦେଉଛି। ମୌସୁମୀ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶରେ ମଧ୍ୟ ଭୂସ୍ଖଳନ ଦ୍ରୁତ ଗତିରେ ବଢୁଛି। ଏହା ସହ ନୈନିତାଲରେ ମଧ୍ଯ…

କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ

କନ୍ଦମୂଳ ଉତ୍ପାଦନରେ ଓଡିଶା ନଂ 1 । ବିଧାନସଭାର ଶୂନ୍ୟକାଳରେ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ରାଜ୍ୟର ବିଭିନ୍ନ ପନିପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା…

ସରକାରୀ ଚାକିରିଆଙ୍କ ପାଇଁ ଏକ ଖୁସି ଖବର; ଖୁବଶୀଘ୍ର ପଦୋନ୍ନତି

ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଜୁଲାଇ ୧, ୨୦୨୨ ରେ ୮, ୦୦୦ ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ବ୍ୟାପକ ପଦୋନ୍ନତି ଦେବା ପରେ କର୍ମଚାରୀ ଏବଂ ତାଲିମ ବିଭାଗ ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ଅଧିକ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ସମ୍ମାନଜନକ ଚିଠି

ଦେଶର ସର୍ବୋଚ୍ଚ ଆସନର ଅଧିକାରିଣୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦେଶ ଉତ୍ସବ ପାଳୁଛି। ଅନ୍ୟପକ୍ଷରେ ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ପଦରୁ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର…

ଥମୁନି ର୳୲ଗିଂ ନିଆଁ; ତକିଆ ସହ ସେକ୍ସ କରିବାକୁ କହୁଛନ୍ତି ସିନିଅର

ବର୍ତ୍ତମାନର ସମାଜରେ ର୳୲ଗିଂ ଏକ ଅଦୃଶ୳ ଅସ୍ତ୍ର ରୂପେ ଯୁବପିଢିଙ୍କୁ କୁମାନସିକତା ଆଡ଼କୁ ନେଇଯାଉଛି। ସବୁ ପ୍ରୟାସ ପରେ ବି ରାଙ୍ଗି ଥମିବାର ନାଁ ଧରୁନାହିଁ। ସିନିଅରମାନଙ୍କ ମଜା ମସ୍ତିରେ ବଳି ପଡୁଛନ୍ତି ଜୁନିୟର। ଏବେ ବଡ ଧରଣର ର୳୲ଗିଂ ମାମଲା…

କ’ଣ ଥିଲା ଦ୍ରୌପଦୀଙ୍କର ପ୍ରକୃତ ନାଁ?

ସାରା ଦେଶରେ ଏବେ ଗୋଟିଏ ନାଁର ଚର୍ଚ୍ଚା ଚାଲିଛି। ସଭିଙ୍କ ମୁହଁରେ ଦ୍ରୌପଦୀ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ସେ…