Category: ମୋ ଗାଁ
ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ
ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି।ରାଜ୍ୟ କ୍ରୀଡା ଓ [more…]
କିଶୋରୀ ବାଳିକା ସରକାରୀ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ
ଝିଅମାନଙ୍କୁ ସରକାରୀ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ପ୍ରୟାସ ଯେଉଁ ବାଳିକାମାନେ ୯ମ ପର୍ଯ୍ୟନ୍ତ ଶିକ୍ଷା ପାଇ ସ୍କୁଲ ବାହାରେ ଅଛନ୍ତି (୧୫ରୁ୧୯ ବର୍ଷ ପର୍ଯ୍ୟନ୍ତ) ସ୍କୁଲ ଓ ଶିକ୍ଷାନୁଷ୍ଠାନରୁ ଦୂରେଇ [more…]
ମହୁ ଚାଷରେ ସ୍ବାବଲମ୍ବୀ ହୋଇପାରିବେ ଯୁବପୀଢ଼ି
ବିଶ୍ବ ମହୁମାଛି ଦିବସ ଅବସରରେ ମହୁମାଛିକୁ ସାଥିରେ ନେଇ ଯୁବ ପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି ମତ ବ୍ୟକ୍ତ [more…]
ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ନିର୍ମାଣ କରି ଉଦାହରଣ ସାଜିଲେ ଯୁବକ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଲସାପଡା ଗ୍ରାମର ଲକ୍ଷ୍ମୀକାନ୍ତ ବାରିକ ନାମକ ଜଣେ ଯୁବକ ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ତୋଳି ଅଞ୍ଚଳରେ ଈଶ୍ୱର ଭକ୍ତିର ଏକ ଶ୍ରେଷ୍ଠ ପରାକାଷ୍ଠା [more…]
ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ
ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାରେ ୩୨୩ ସ୍କୁଲକୁ ରୂପାନ୍ତରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲାରେ ୬୨ଟି ସ୍କୁଲକୁ ରୂପାନ୍ତରଣ କରିଥିବା ସମୟରେ ବାଣପୁରର ୪ଟି ସ୍କୁଲକୁ ସାମିଲ କରାଯାଇଛି। ବାଣପୁର ଏନଏସି ନୋଡାଲ [more…]