ପବିତ୍ର ରଥଯାତ୍ରା ଅବସରରେ ଆର୍ଯ୍ୟଭୂମି ଲଦାଖ ବହି ପ୍ରକାଶିତ
ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି। ଏହି ବହିର ପ୍ରଚ୍ଛଦ ସଜ୍ଜା, କଭର ଡିଜାଇନ୍ ଓ ପ୍ରକାଶନ ,ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ,ଭୁବନେଶ୍ୱର ପ୍ରକାଶନ ବିଭାଗ…