Thu. Oct 15th, 2026

Category: ଶବ୍ଦ ସ୍ଵତନ୍ତ୍ର

ଏଚଏଲଏଲ କମ୍ପାନୀ ଦ୍ୱାରା ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍

ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍। ଏଚଏଲଏଲ କମ୍ପାନୀ ଏହି ମେସିନ୍ ଦେଇଥିବା ସୂଚନା ରହିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା। ମିଡିଆ ଇନଚାର୍ଜ ଡକ୍ଟର ରିମା ଦାଦା…

ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡରେ ବିଜେ ମହାପ୍ରଭୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ…

ନିଶା କବଳରେ ଯୁବପୀଢ଼ି, କାରବାରରେ ସାମିଲ ରହୁଛନ୍ତି ମହିଳା

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଧଳା ଜହର (ବ୍ରାଉନସୁଗାର) ଭଳି କ୍ଷତିକରକ ନିଶାରେ ପୁରୀ ସହରର ଅନେକ କଲେଜ ପଢା ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ। ସେମାନେ ଏ…

ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି।ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା…

କିଶୋରୀ ବାଳିକା ସରକାରୀ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ

ଝିଅମାନଙ୍କୁ ସରକାରୀ ଆତ୍ମନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ପ୍ରୟାସ ଯେଉଁ ବାଳିକାମାନେ ୯ମ ପର୍ଯ୍ୟନ୍ତ ଶିକ୍ଷା ପାଇ ସ୍କୁଲ ବାହାରେ ଅଛନ୍ତି (୧୫ରୁ୧୯ ବର୍ଷ ପର୍ଯ୍ୟନ୍ତ) ସ୍କୁଲ ଓ ଶିକ୍ଷାନୁଷ୍ଠାନରୁ ଦୂରେଇ ଯାଇଛନ୍ତି ସେମାନଙ୍କୁ ତାଲିମ ସହ ବିଭିନ୍ନ…

୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ କଲା ପୁରୀ ଅବକାରୀ ବିଭାଗ

ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ହଳଦିଆ ଛକରେ ଚଢ଼ାଉକରୀ ଜଣେ ଅଭିଯୁକ୍ତକୁ ବେଆଇନ ବ୍ରାଉନ ସୁଗାର…

ପୁରୀରେ ଶତ ପ୍ରତିଶତ ଫଳାଫଳ ହାସଲ କଲେ ୧୦ମ ଛାତ୍ରଛାତ୍ରୀ

୨୦୨୩ର ୧୦ମ ବୋର୍ଡ଼ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲ ୧୦୦% ଫଳାଫଳ ପ୍ରାପ୍ତ କରି ସମଗ୍ର ଜିଲ୍ଲାରେ ତାର ସମ୍ମାନ ବଜାୟ ରଖିଛି । ଏବର୍ଷ ପରୀକ୍ଷା ଦେଇଥିବା ୨୮୯ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ୍ କରି ଶତ…

ବାଲୁଗାଁ ଉମାମହେଶ୍ବର ପୀଠରେ କିନ୍ନର ପାଳିଲେ ସାବିତ୍ରୀ ଓଷା

ପବିତ୍ର ସାବିତ୍ରୀ ଅମାବାସ୍ୟାରେ କିନ୍ନରମାନେ ପାରମ୍ପାରିକ ଭାବେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ନିଜ ନିଜର ମନ୍ତବ୍ୟରେ ସୂଚନା ଦେଇଛନ୍ତି, ଆମେ କିନ୍ନର ମା ହେବାର ସୈାଭାଗ୍ୟ ପାଇପାରିବୁ ନାହିଁ ବରଂ ଯଶୋଦା ମାର ଭୂମିକା ଲିଭାଇବାରେ କୌଣସି ତ୍ରୃଟି ରଖିବୁ…

ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ

ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକ। ତିନି ରଥର ସମୁଦାୟ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ତିନି ରଥର‌ ପାଞ୍ଚୋଟି ନାହାକା ଅଖ ଶେଷ ହୋଇଛି।…

ବସଷ୍ଟାଣ୍ଡ କାର୍ଯ୍ୟ ତୁରନ୍ତ ସାରିବାକୁ ରାଜ୍ୟପାଳ ଉଦ୍ଦେଶ୍ୟରେ ଦାବିପତ୍ର

ଜୟପୁରରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଓଏସଆରଟି ବସଷ୍ଟାଣ୍ଡ ତୁରନ୍ତ ନିର୍ମାଣ ନେଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପତ୍ରରେ ଦର୍ଶାଯାଇଛି…