0 min read
Latest ନିରବ ନୀଡ଼ ମିଠାକଥା

ଯଶୋଦା ମାଆ

ଶିକ୍ଷାର ପ୍ରଦୀପ ଜଳାଇବା ପାଇଁକେତେ ଚେଷ୍ଟା ହୁଏ ଅଙ୍କାଧନ୍ୟ ତୁମେ ଧନ୍ୟ ଯଶୋଦା ମାଆ ହେନାମ ନିବେଦିତା ଲେଙ୍କା।୧। ସଂଘର୍ଷ ଆସିଛି ସଂଗ୍ରାମ ଚାଲିଛିଜୀବନର ଚଲାପଥେପଛକୁ ହଟିନ ହାରିବା ଶିଖିନଚାଲିଛ ବିଜୟ ରଥେ।୨। ମାତୃଭାଷା [more…]

1 min read
Latest ଚିତ୍ର କବିତା ମିଠାକଥା

ଚିତ୍ର କବିତା (୩)

ଚିତ୍ର କବିତା (୩) କବି ରବି ଶତପଥୀଙ୍କ ଚିତ୍ର କବିତା ସିରିଜ । ଶବ୍ଦ ଓଡିଶା ୱେବ ନ୍ୟୁଜ ପୋର୍ଟାଲରେ ପ୍ରତିଦିନ ପଢନ୍ତୁ,ଖୁସି ହୁଅନ୍ତୁ । ମତାମତ ପାଇଁ ଭିଜିଟ କରନ୍ତୁ www.sabdaodisha.com । [more…]

1 min read
Latest ଚିତ୍ର କବିତା ମିଠାକଥା

ଚିତ୍ର କବିତା (୨)

ରବି ଶତପଥୀ,କବି ( ଚିତ୍ର କବିତା -୨) କବି ରବି ଶତପଥୀଙ୍କ ଚିତ୍ର କବିତା ସିରିଜ । ଶବ୍ଦ ଓଡିଶା ୱେବ ନ୍ୟୁଜ ପୋର୍ଟାଲରେ ପ୍ରତିଦିନ ପଢନ୍ତୁ,ଖୁସି ହୁଅନ୍ତୁ । ମତାମତ ପାଇଁ ଭିଜିଟ [more…]

1 min read
Latest ଚିତ୍ର କବିତା ମିଠାକଥା

ଚିତ୍ର କବିତା (୧)

ରବି ଶତପଥୀ,କବି ଚିତ୍ର କବିତା (୧) କବି ରବି ଶତପଥୀଙ୍କ ଚିତ୍ର କବିତା ସିରିଜ । ଶବ୍ଦ ଓଡିଶା ୱେବ ନ୍ୟୁଜ ପୋର୍ଟାଲରେ ପ୍ରତିଦିନ ପଢନ୍ତୁ,ଖୁସି ହୁଅନ୍ତୁ । ମତାମତ ପାଇଁ ଭିଜିଟ କରନ୍ତୁ [more…]

0 min read
Latest Popular ଦେଶ ଖବର ଦେଶ ବିଦେଶ ମିଠାକଥା

ଚର୍ଚ୍ଚାରେ ବାହୁବଳୀ ସିଙ୍ଗଡା

ଛୋଟରୁ ବଡ ଯାଏ ସିଙ୍ଗଡା ଖାଇବାକୁ କାହାକୁ ବା ନାପସନ୍ଦ । ବର୍ଷାପାଗକୁ ସିଙ୍ଗଡା ମିଳିଗଲେ ଏହାର ମଜା ଆହୁରି ବଢିଯାଏ । ଗରମ ଗରମ ସିଙ୍ଗଡାକୁ କପେ ଚାହା ମିଳିଗଲେ ତା ମଜା [more…]

1 min read
Latest ଆଞ୍ଚଳିକ ଓଡ଼ିଶା ମିଠାକଥା ସହର

କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍

ଜିଆଇ ଟ୍ୟାଗ୍ ଲିଷ୍ଟରେ ଯୋଡ଼ି ହେଲା ଆଉ ଏକ ନାଁ ।କନ୍ଧମାଳ ହଳଦୀକୁ ମିଳିଲା ନ୍ୟାସନାଲ ଇଣ୍ଟଲେକ୍ଚୁଆଲ ପ୍ରପର୍ଟି ବା ଏନଆଇପି ଆୱାର୍ଡ l ଜିଆଇ ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା ଏହି [more…]

1 min read
Latest Popular ନିରବ ନୀଡ଼ ମିଠାକଥା

ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ”

କବି ରବି ଶତପଥୀ ତୁମେ ଆସୁଛ ବୋଲିକାଶତଣ୍ଡି ସରାଗରେସଜେଇ ଦେଲାଣି ତୋରଣ,ଶରତ ପଠେଇ ସାରିଲାଣିଶ୍ରଦ୍ଧାର ସାଦର ନିମନ୍ତ୍ରଣ।ଅବୁଝା ଅମାନିଆ ପବନଦେହସାରା ବୋଳି ସାରିଲାଣିଚୁଆ ଚନ୍ଦନର ବାସ୍ନା, ତୁମ ବାଟବରଣ ପାଇଁକେତେବେଳୁ ସଜେଇ ହେଲେଣିଫୁଲେଇ ଫୁଲ [more…]

1 min read
Latest ଆଞ୍ଚଳିକ ଓଡ଼ିଶା ନିରବ ନୀଡ଼ ସହର

ଲୋକାର୍ପିତ ହେଲା ‘ଶ୍ୱେତପତ୍ର’ କବିତା ସଙ୍କଳନ

ପ୍ରକାଶ ପାଇଛି କବିତା ସଙ୍କଳନ ଶ୍ୱେତପତ୍ର। ମାଲକାନଗିରି କୁୁଡୁମୁଲୁଗୁମ୍ମା କବି ତଥା ସାହିତ୍ୟିକ ବଳରାମ ପୂଜାରୀ ଜନଜାତିଙ୍କ ଜନଜୀବନର କଥା ଓ ବ୍ୟଥାକୁ ନେଇ ରଚନା କରିଥିଲେ ପଞ୍ଚମ କବିତା ସଙ୍କଳନ ‘ଶ୍ବେତପତ୍ର’। ଯାହାକୁ [more…]