Wed. Oct 14th, 2026

Category: ମିଠାକଥା

ଯଶୋଦା ମାଆ

ଶିକ୍ଷାର ପ୍ରଦୀପ ଜଳାଇବା ପାଇଁକେତେ ଚେଷ୍ଟା ହୁଏ ଅଙ୍କାଧନ୍ୟ ତୁମେ ଧନ୍ୟ ଯଶୋଦା ମାଆ ହେନାମ ନିବେଦିତା ଲେଙ୍କା।୧। ସଂଘର୍ଷ ଆସିଛି ସଂଗ୍ରାମ ଚାଲିଛିଜୀବନର ଚଲାପଥେପଛକୁ ହଟିନ ହାରିବା ଶିଖିନଚାଲିଛ ବିଜୟ ରଥେ।୨। ମାତୃଭାଷା ଶିକ୍ଷା ବର୍ଣ୍ଣବୋଧ ପାଠଶିଖିଲେ ଅନେକ ପିଲାପାଞ୍ଚଟି…

ଚିତ୍ର କବିତା (୩)

ଚିତ୍ର କବିତା (୩) କବି ରବି ଶତପଥୀଙ୍କ ଚିତ୍ର କବିତା ସିରିଜ । ଶବ୍ଦ ଓଡିଶା ୱେବ ନ୍ୟୁଜ ପୋର୍ଟାଲରେ ପ୍ରତିଦିନ ପଢନ୍ତୁ,ଖୁସି ହୁଅନ୍ତୁ । ମତାମତ ପାଇଁ ଭିଜିଟ କରନ୍ତୁ www.sabdaodisha.com । ନୂଆ ନୂଆ ଚିତ୍ର କବିତା ପଢିବାକୁ…

ଚିତ୍ର କବିତା (୨)

ରବି ଶତପଥୀ,କବି ( ଚିତ୍ର କବିତା -୨) କବି ରବି ଶତପଥୀଙ୍କ ଚିତ୍ର କବିତା ସିରିଜ । ଶବ୍ଦ ଓଡିଶା ୱେବ ନ୍ୟୁଜ ପୋର୍ଟାଲରେ ପ୍ରତିଦିନ ପଢନ୍ତୁ,ଖୁସି ହୁଅନ୍ତୁ । ମତାମତ ପାଇଁ ଭିଜିଟ କରନ୍ତୁ www.sabdaodisha.com । ନୂଆ ନୂଆ…

ଚିତ୍ର କବିତା (୧)

ରବି ଶତପଥୀ,କବି ଚିତ୍ର କବିତା (୧) କବି ରବି ଶତପଥୀଙ୍କ ଚିତ୍ର କବିତା ସିରିଜ । ଶବ୍ଦ ଓଡିଶା ୱେବ ନ୍ୟୁଜ ପୋର୍ଟାଲରେ ପ୍ରତିଦିନ ପଢନ୍ତୁ,ଖୁସି ହୁଅନ୍ତୁ । ମତାମତ ପାଇଁ ଭିଜିଟ କରନ୍ତୁ www.sabdaodisha.com । ନୂଆ ନୂଆ କବିତା…

ଖୁସି

ଗୋଟେ ନୀଳନୀଳ ନୀରବତାସାଗର ର ଲହରୀବୋହିଯିବାର ନିଶା,ପବନ ଆଉ ଝରାପତ୍ର ର ଶବ୍ଦରେନିଶ୍ୱାସ ବିଶ୍ୱାସ ଆଉ ପ୍ରଶ୍ୱାସ କୁ ଅନୁଭବିହୃଦୟ କି ଚୁପ୍ ରୁହେ…!!! (1) କାହିଁ କେଉଁ ଦିନରୁ ଅନୁଭବି ନ'ଥିଲିହୃଦୟ ଟା ମୋର କାନ୍ଦିପାରେ ବୋଲି…ଏବେ ଟିକେ ଆଶ୍ୱସ୍ତିହୃଦୟ…

ଚର୍ଚ୍ଚାରେ ବାହୁବଳୀ ସିଙ୍ଗଡା

ଛୋଟରୁ ବଡ ଯାଏ ସିଙ୍ଗଡା ଖାଇବାକୁ କାହାକୁ ବା ନାପସନ୍ଦ । ବର୍ଷାପାଗକୁ ସିଙ୍ଗଡା ମିଳିଗଲେ ଏହାର ମଜା ଆହୁରି ବଢିଯାଏ । ଗରମ ଗରମ ସିଙ୍ଗଡାକୁ କପେ ଚାହା ମିଳିଗଲେ ତା ମଜା ହିଁ ଅଲଗା । ଯଦି ଆପଣ…

କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍

ଜିଆଇ ଟ୍ୟାଗ୍ ଲିଷ୍ଟରେ ଯୋଡ଼ି ହେଲା ଆଉ ଏକ ନାଁ ।କନ୍ଧମାଳ ହଳଦୀକୁ ମିଳିଲା ନ୍ୟାସନାଲ ଇଣ୍ଟଲେକ୍ଚୁଆଲ ପ୍ରପର୍ଟି ବା ଏନଆଇପି ଆୱାର୍ଡ l ଜିଆଇ ଟ୍ୟାଗ ପରେ କନ୍ଧମାଳ ହଳଦୀକୁ ମିଳିଲା ଏହି ପୁରସ୍କାର । ନୂଆଦିଲ୍ଲୀ ଠାରେ ଆଇପି…

ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ”

କବି ରବି ଶତପଥୀ ତୁମେ ଆସୁଛ ବୋଲିକାଶତଣ୍ଡି ସରାଗରେସଜେଇ ଦେଲାଣି ତୋରଣ,ଶରତ ପଠେଇ ସାରିଲାଣିଶ୍ରଦ୍ଧାର ସାଦର ନିମନ୍ତ୍ରଣ।ଅବୁଝା ଅମାନିଆ ପବନଦେହସାରା ବୋଳି ସାରିଲାଣିଚୁଆ ଚନ୍ଦନର ବାସ୍ନା, ତୁମ ବାଟବରଣ ପାଇଁକେତେବେଳୁ ସଜେଇ ହେଲେଣିଫୁଲେଇ ଫୁଲ ସବୁ।ଗାଆଁ ମୁଣ୍ଡ ବରଗଛ ମୂଳେମଥାରେ ସିନ୍ଦୂର…

ଲୋକାର୍ପିତ ହେଲା ‘ଶ୍ୱେତପତ୍ର’ କବିତା ସଙ୍କଳନ

ପ୍ରକାଶ ପାଇଛି କବିତା ସଙ୍କଳନ ଶ୍ୱେତପତ୍ର। ମାଲକାନଗିରି କୁୁଡୁମୁଲୁଗୁମ୍ମା କବି ତଥା ସାହିତ୍ୟିକ ବଳରାମ ପୂଜାରୀ ଜନଜାତିଙ୍କ ଜନଜୀବନର କଥା ଓ ବ୍ୟଥାକୁ ନେଇ ରଚନା କରିଥିଲେ ପଞ୍ଚମ କବିତା ସଙ୍କଳନ ‘ଶ୍ବେତପତ୍ର’। ଯାହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା…