ପ୍ରସ୍ତୁତ ହୋଇଛି ଇସ୍ରୋ; ପୁନଃ ପ୍ରବେଶ ହୋଇଛି ମେଗା ଟ୍ରପିକ୍ସ -୧
ଆହୁରି ଶକ୍ତିଶାଳୀ ହେବ ଇସ୍ରୋ। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ମାର୍ଚ୍ଚ ୭ ରେ ମେଗା ଟ୍ରପିକ୍ସ -୧ (MT1) ଉପଗ୍ରହକୁ ପୁନଃ ପ୍ରବେଶ କରିବାର ଆହ୍ବାନମୂଳକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଛି। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା…