ସିଫା ପକ୍ଷରୁ ଜାତୀୟ ମତ୍ସ୍ୟ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ୱର:ଭାରତରେ ମତ୍ସ୍ୟ ଉଦ୍ୟୋଗୀ ପାଇଁ ଭରପୂର ସୁଯୋଗ ରହିଥିବାବେଳେ ଅନେକ ଯୁବବନ୍ଧୁ ଆଗେଇ ଆସିଲେ କର୍ମନିଯୁକ୍ତି ମିଳିପାରିବ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ମତବ୍ୟକ୍ତ କରିଛନ୍ତି l ଆଜି ସିଫାରେ ଆୟୋଜିତ ଜାତୀୟ ମତ୍ସ୍ୟ…
ମନୁଷ୍ୟକୃତ ଥିଲା କରୋନା!
ମନୁଷ୍ୟକୃତ ଥିଲା ମହାମାରୀ କରୋନା ଭାଇରସ । କରୋନା ଭାଇରସ କୁ ନେଇ ପୁଣି ବିବାଦ ତେଜିବାରେ ଲାଗିଛି । ଜୈବିକ ଅସ୍ତ୍ର ଭାବେ ଉହାନ ଲାବ୍ରୋଟୋରୀରୁ ବାହାରିଛି ଭାଇରସ । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କୋଭିଡ ୧୯ ଭାଇରସର…
ଏଚଆଇଭି ପାଇଁ ଭ୍ୟାକସିନ
ଏଚଆଇଭି ଏକ ମାରାତ୍ମକ ରୋଗ । ଏଡ୍ସର ମୁଖ୍ୟ କାରଣ ହେଉଛି ଏଚଆଇଭି ଭାଇରସ୍ । ଏହି ଭାଇରସ୍ ମଣିଷ ଶରୀରର ଇମ୍ୟୁନ ସିଷ୍ଟମକୁ ପ୍ରଥମେ ହାନୀ ପହଂଚାଇଥାଏ । ଏହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ପ୍ରଣାଳୀକୁ ଦୁର୍ବଳ କରିଦିଏ…
ପିଲାର ବ୍ୟକ୍ତିତ୍ୱରେ କାହା ଜିନ୍ ର ଗୁରୁତ୍ୱ ଅଧିକ?
ଏକ ଶିଶୁର ଗଠନରେ ଉଭୟ ପିତାମାତାଙ୍କର ଜିନ ଥାଏ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣା ପଡିଛି ଯେ ଗର୍ଭସ୍ଥ ଶିଶୁର ବ୍ୟକ୍ତିତ୍ୱ ଉପରେ ତା ମା’ଙ୍କ ଅପେକ୍ଷା ପିତାଙ୍କ ପ୍ରଭାବ ବେଶୀ ପଡିଥାଏ । ବୈଜ୍ଞାନିକମାନେ କହିଛନ୍ତି…
ସଫଳ ହେଲା ବାହୁବଳୀ ମିଶନ
ସଫଳତାର ଆଉ ଏକ ପାହାଚ ଚଢିଛି ଇସ୍ରୋ । ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିଶନରେ ହାତେଇଛି ସଫଳତା । ଶନିବାର ଦିନ ସବୁଠାରୁ ଭାରୀ ରକେଟ ଏଲଏମଭି-୩ ଦ୍ୱାରା ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଅନ୍ୟ…
ଏସି ବ୍ୟବହାର କରିଥିଲେ ହୋଇଯାଆନ୍ତୁ ସାବଧାନ
ଯଦି ଆପଣ ଏସି ବ୍ୟବହାର କରୁଛନ୍ତି, ହୋଇଯାଆନ୍ତୁ ସାବଧାନ। ଘର ହେଉ ଅବା ବାହାର। ଆଧୁନିକ ଯୁଗରେ ଏସି ଏକ ଆବଶ୍ୟକୀୟ ଉପକରଣ ପାଲଟିଗଲାଣି। ଏସି ବନ୍ଦ ହୋଇଗଲେ ଭାରି ଅସ୍ତବ୍ୟସ୍ତ ଲାଗେ। କିନ୍ତୁ ଆପଣ ଜାଣନ୍ତି କି ଏସିରେ ଅଧିକ…
ଦୁବାଇରେ ନିର୍ମାଣ ହେବ ଚନ୍ଦ୍ରପୃଷ୍ଠ
ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଯାଉଛି। ଖୁବଶୀଘ୍ର ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍ଟ୍ରା-ଲକ୍ଜ୍ୟୁରିୟସ୍ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ…