Thu. Oct 15th, 2026

Category: ଜୀବନ ସଂସ୍କୃତି

ପୁଣି ୧ନମ୍ବର ସ୍ଥାନକୁ ଉଠିଲେ ଏଲନ ମସ୍କ

ପୁଣିଥରେ ବିଶ୍ୱର ଏକ ନମ୍ବର ଧନୀ ତାଲିକାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଟେସ୍ଲା ସିଇଓ ଏଲନ ମସ୍କ। ବିଳାସୟମ ପ୍ରସାଧନ ସାମଗ୍ରୀ ବିକ୍ରେତା ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟଙ୍କ ଏଲ୍ଭିଏମ୍ଏଚ୍ କମ୍ପାନୀର ଶେୟାର ହ୍ରାସ ହେବାରୁ ମସ୍କ ଏକ ନମ୍ବରକୁ ଉଠିଛନ୍ତି।ବୁଧବାର ପ୍ୟାରିସ୍ ଟ୍ରେଡିଂରେ ଆର୍ଣ୍ଣଲ୍ଟଙ୍କ…

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ଅତନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ରାୟଗଡା ଜିଲ୍ଳା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିନିକିଆ ରାୟଗଡା ଗସ୍ତ କରି ଯୋଜନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସଠିକ୍…

‘ଶିକ୍ଷା ଓ ଗର୍ଭଧାରଣ ଉଭୟରେ ମହିଳାଙ୍କ ପୂର୍ଣ୍ଣ ଅଧିକାର’

କୌଣସି ନାଗରିକଙ୍କୁ ତାଙ୍କର ଶିକ୍ଷା ଅଧିକାର କିମ୍ବା ପ୍ରଜନନ ସ୍ବାଧୀନତା ଅଧିକାର ମଧ୍ୟରେ ବାଛିବାକୁ ବାଧ୍ୟ କରାଯାଇପାରିବ ନାହିଁ। ଜଣେ ପୁରୁଷ ନିଜର ଉଚ୍ଚଶିକ୍ଷା ଅନୁସରଣ କରୁଥିବାବେଳେ ତାଙ୍କ ପିତା ହେବାର ଆନନ୍ଦ ଉପଭୋଗ କରିପାରୁଛନ୍ତି। ଯେତେବେଳେ ଜଣେ ମହିଳାଙ୍କୁ ଗର୍ଭଧାରଣର…

ମୃତ୍ୟୁ ପରେ ବି ବଜାୟ ରହିବ ଗୋପନୀୟତା

ଅଧିକାରଗୋପନୀୟତା ପ୍ରତ୍ୟେକ ମଣିଷର ଅଧିକାର ଅଛି । ମୃତୁ୍ୟ ପରେ ବି ଏହି ଅଧିକାର କାୟମ ରହିଥାଏ । ଏହାକୁ ନେଇ ରାୟ ବାଢିଛନ୍ତି କୋଲକାତା ହାଇକୋର୍ଟ ।ଗୋପନୀୟତା ଅଧିକାରକୁ ନେଇ କୋଲକାତା ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏକ…

ଦେଶ ବିଦେଶକୁ ଗଲା,ସ୍ୱତନ୍ତ୍ର କୋଟିଆ ନାଁରେ ମୁଦ୍ରିତ ଶତାଧିକ ଲଫାପା

କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ) । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ…

ଖୁବଶୀଘ୍ର ଆହାର ୨.୨!

ଖୁବଶୀଘ୍ର ଆହାର ୨.୨ କରିବାକୁ ଯୋଜନା କରୁଛନ୍ତି ସରକାର । ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।…

ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି

ମିଶନ ଶକ୍ତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ସୂଚନା‌। ଏସଏଚଜି ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି-ସିଏମଆରଏଫ ଢାଞ୍ଚାରେ ଗଠନ ହେବ ଏହି…

ଏଚଏଲଏଲ କମ୍ପାନୀ ଦ୍ୱାରା ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍

ଦିଲ୍ଲୀର ଏମ୍ସକୁ ଦିଆଗଲା ୧୪ଟି ସାନିଟାରୀ ପ୍ୟାଡ୍ ମେସିନ୍। ଏଚଏଲଏଲ କମ୍ପାନୀ ଏହି ମେସିନ୍ ଦେଇଥିବା ସୂଚନା ରହିଛି। ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଏମ୍ ଶ୍ରୀନିବାସଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିଲା। ମିଡିଆ ଇନଚାର୍ଜ ଡକ୍ଟର ରିମା ଦାଦା…

ଉଦ୍ଧାର ମୋବାଇଲ ଫେରାଇଲା ପୋଲିସ

ଗତ ଜାନୁୟାରୀ ମାସରେ ପୋଲିସ ଦ୍ଵାରା ଉଦ୍ଧାର ହୋଇଥିବା ଚୋରି ମୋବାଇଲ ଗୁଡିକ ତାଙ୍କର ମାଲିକମାନଙ୍କୁ ଫେରାଇ ଦେଇଛି କୋରାପୁଟ ଟାଉନ ପୋଲିସ। ଘଟଣାରୁ ପ୍ରକାଶ ଯେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲ ରେ ଓ କୋରାପୁଟ…

ବ୍ଲକ ପ୍ରଶାସନ ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୩ ସରପଞ୍ଚ

ନନ୍ଦପୁର ବ୍ଲକ ର ସରପଞ୍ଚ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଅଣଦେଖା କରୁଥିବା ନେଇ ଆଜି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି ୨୩ଟି ପଞ୍ଚାୟତର ସରପଞ୍ଚ। ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥା କୁ ଗୁରୁତ୍ଵ ଦିଆ ଯାଉଥିବା ବେଳେ ନନ୍ଦପୁର ବ୍ଲକ…