ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍
ଶବ୍ଦ ଓଡିଶା ବ୍ୟୁରୋ: ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପୁରା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚରେ ଭରିଯାଇଥିଲା…
ଆଇପିଏଲ ମହାସମର: ଫାଇନାଲରେ ଚେନ୍ନାଇ ଓ ଗୁଜରାଟ ଲଢେଇ
ଶବ୍ଦ ଓଡିଶା ବ୍ୟୁରୋ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଚେନ୍ନାଇଠାରୁ କ୍ୱାଲିଫାୟାର ମ୍ୟାଚ ହାରିଥିବା ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟରେ ପଡିଆକୁ…
ସାକ୍ଷୀଗୋପାଳରେ ରେଳ ଷ୍ଟେସନରେ ଅଟକିବ ଏକ୍ସପ୍ରେସ
ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ସାକ୍ଷୀଗୋପାଳରେ ରେଳ ଷ୍ଟେସନରେ ଅଟକିବ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ମଧ୍ୟ ସାକ୍ଷୀଗୋପାଳ ଷ୍ଟେସନରେ ଅଟକିବ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର ଏହି ଦାବିକୁ ସ୍ବୀକାର କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି…
୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଅନୁଷ୍ଠିତ
ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ମଙ୍ଗଳବାର ସମାପନ ହୋଇଛି। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା…
ଖୋ ଖୋ ଜନଜାତି ଓ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ
ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ୨ ଦିନିଆ ରାଜ୍ୟ ସ୍ତରୀୟ ଖୋ ଖୋ ଜନଜାତି ଓ ଜାତୀୟ କ୍ରିଡା ପ୍ରତିଯୋଗିତାର ଚୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି।ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା…
ନୀରଜ ଚୋପ୍ରା ବିଶ୍ୱ ଚାମ୍ପିୟନଙ୍କୁ ହରାଇ ଜିତିଲେ ଡାଇମଣ୍ଡ ଲିଗ୍
ଶବ୍ଦ ଓଡିଶା ବ୍ୟୁରୋ: ଦୋହାରୁ ବର୍ଷର ପ୍ରଥମ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଦୋହାରେ ଚାଲିଥିବା ଡାଇମଣ୍ଡ ଲିଗ୍ରେ ଚମକ୍ରାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି ନୀରଜ । ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭…