Thu. Oct 15th, 2026

Category: ଦେଶ ଖବର

ଚଳନ୍ତା ଟ୍ରେନରେ ଗୁଳି, ଏଏସଆଇଙ୍କ ସହ ୩ ଯାତ୍ରୀଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଚଳନ୍ତା ଟ୍ରେନରେ ଗୁଳିକାଣ୍ଡ । ଜୟପୁର –ମୁମ୍ବାଇ ପାସେଞ୍ଜର ଟ୍ରେନରେ ଆଜି ଭୋର ସମୟରେ ହଇଚଇ ଖେଳିଯାଇଥିଲା । ସକାଳ ପାଖାପାଖି ୫ଟା ସମୟରେ ହଠାତ ଏକ ବଗିରେ ଗୁଳିମାଡ ହୋଇଥିଲା । ଫଳରେ ଜଣେ ଏଏସଆଇଙ୍କ…

ସ୍ୱାମୀକୁ ୫ ଖଣ୍ଡ କରି କେନାଲରେ ଭସାଇଲା ସ୍ତ୍ରୀ 

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱାମୀକୁ ହତ୍ୟା କରି କେନାଲରେ ଭସାଇଲା ସ୍ତ୍ରୀ । ଉତ୍ତରପ୍ରଦେଶରେ ଜଣେ ମହିଳା କୁରାଢିରେ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ଶରୀରକୁ ୫ ଖଣ୍ଡ…

ଜାତୀୟ ପ୍ରସାରଣ ଦିବସ,ରେଡ଼ିଓ ଓ ଶାନ୍ତି,ଚଳିତ ବର୍ଷର ଥିମ୍

ଜୁଲାଇ ୨୩ କୁ ଭାରତରେ ଜାତୀୟ ପ୍ରସାରଣ ଦିବସ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଦିନଟି ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକମାନଙ୍କ ଜୀବନରେ ରେଡିଓର ପ୍ରଭାବ ବିଷୟରେ ମନେ ପକାଇବା । ଭାରତରେ ରେଡିଓ…

ମଣିପୁରରେ ଆଦିବାସୀଙ୍କୁ ନ୍ୟାୟ ଦାବି, ଗୁଣୁପୁରରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ଶୋଭାଯାତ୍ରା

ଚଳିତ ମାସ 21 07 2023 ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନରେନ୍ଦ୍ର ମୋଦୀ କଂ କୁସ ପୁତଲା ପୋଡା ଯାଇଛି ଓ…

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ୪ ଗିରଫ

ଇମ୍ଫାଲ : ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ପରେଡ କରାଯିବା ଘଟଣା ସମଗ୍ର ଦେଶକୁ ଲଜ୍ଜାଜନକ କରିଛି। ଏହି ଘଟଣା ମେ ୪ରେ ଘଟିଥିଲା। ଯାହାର ଭିଡିଓ ଜୁଲାଇ ୧୯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ମଣିପୁର ସରକାର…

ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ଓ ଶାସକ ଏନଡିଏ । ଗତକାଲି ନୂଆ ସଂସଦ ଭବନରେ ବସିଥିଲା ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ…

ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନରେ ଦବିଗଲା ପୁରା ଗାଁ

ଶବ୍ଦ ଓଡିଶା ବ୍ୟୁରୋ: ଭୂସ୍ଖଳନରେ ଦବିଗଲା ଗାଁ । ଏହି କାରଣରୁ ମାଟିତଳେ ୫୦ରୁ ଅଧିକ ଲୋକ ଦବିଯାଇଥିବା ଆଶଙ୍କା ରହିଛି । ଏବେଯାଏଁ ମାତ୍ର ୪ଜଣଙ୍କ ଶବ କଢାଯାଇଥିବାବେଳେ ପାଖାପାଖି ୨୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏବେବି…

ମଣିପୁରରେ ୨ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇଲେ

ଶବ୍ଦ ଓଡିଶା ବ୍ୟୁରୋ: ମଣିପୁରରେ ସ୍ଥିତି ପୁଣିଥରେ ଅଣାୟତ ହୋଇଛି । ଏଠାରେ ଗୋଟିଏ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ବିବସ୍ତ୍ର କରି ବିଚ ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ମେ ୪ ତାରିଖର ହୋଇଥିବା କୁହାଯାଉଛି…

ବନ୍ୟା ପରେ ଉତ୍ତରାଖଣ୍ଡବାସୀଙ୍କ ଚିନ୍ତା ବଢାଇଛି କୁମ୍ଭୀର। ଲକ୍ଷର ଏବଂ ଖାନପୁର ଅଞ୍ଚଳରେ ଲୋକେ ଭୟଭୀତ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଲକ୍ଷର ଏବଂ ଖାନପୁର ଅଞ୍ଚଳର ଲୋକମାନେ ଭୟଭୀତ । ଗଙ୍ଗା ଏବଂ ଏହାର ଉପନଦୀମାନଙ୍କ ବନ୍ୟାଜଳ ଆସିବା ପରେ କୁମ୍ଭୀରମାନେ ସ୍ଥାନୀୟ ଅଞ୍ଚଳରେ ପସୁଥିବା ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ ବନ୍ୟାଜଳ…

ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

ରାୟଗଡ : ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ରାୟଗଡ ଜିଲ୍ଲାପାଳ ଭୂମି ସମ୍ମାନ ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ,ମୁଖ୍ୟ ଅତିଥି ଭାବେ ଯୋଗ…