Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଭୂସ୍ଖଳନରେ ଦବିଗଲା ଗାଁ । ଏହି କାରଣରୁ ମାଟିତଳେ ୫୦ରୁ ଅଧିକ ଲୋକ ଦବିଯାଇଥିବା ଆଶଙ୍କା ରହିଛି । ଏବେଯାଏଁ ମାତ୍ର ୪ଜଣଙ୍କ ଶବ କଢାଯାଇଥିବାବେଳେ ପାଖାପାଖି ୨୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ରାୟଗଡ ଜିଲ୍ଲା ଖାଲାପୁର ତହସିଲ ଇରସାଲବାଡି ଗାଁ ପାହାଡିଆ ଇଲାକାରେ ଥିବାବେଳେ ବିଳମ୍ବିତ ରାତିରେ ବର୍ଷା ଯୋଗୁଁ ହଠାତ୍ ପାହାଡ ଗାଁ ଆଡକୁ ଧସିଆସିଥିଲା । ପାହାଡ ତଳେ ୧୭ ପରିବାର ଦବିଯାଇଛନ୍ତି ।

Leave a Reply

Your email address will not be published. Required fields are marked *