Category: ଦେଶ ଖବର
ମହାକାଶରେ ଚନ୍ଦ୍ରୟାନ ୩, ଚନ୍ଦ୍ର ମିଶନ କୁ ନେଇ ଉତ୍ସାହିତ ଭାରତ
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୩କୁ ଶୁକ୍ରବାର (୧୪ ଜୁଲାଇରେ) ଉତ୍କ୍ଷେପଣ କରିଛି। ଦ୍ବିପ୍ରହର ୨.୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରିହରିକୋଟା ସ୍ଥିତ ସତିଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଏହି ଉତ୍କ୍ଷେପଣ କରାଯାଇଥିଲା।ଏହାରି ଭିତରେ [more…]
ଠିକଣା ପଚାରିବା ବାହାନାରେ ଲୁଟି ନେଲେ
ଚୋରମାନେ ଦିଲ୍ଲୀର ଅମର କଲୋନୀ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଗାଡି ଗାଁର ଏକ ଘରୁ ଏକ ଲକ୍ଷ ୨୭ ହଜାର ଟଙ୍କା ଚୋରି କରିଛନ୍ତି ଏବଂ ଦୁଇଟି ମୂଲ୍ୟବାନ ମୋବାଇଲ୍ ମଧ୍ୟ ନେଇଯାଇଛନ୍ତି। ସମଗ୍ର [more…]
ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ତାଳପତ୍ର [more…]
ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତିରେ ପିଏଚ୍ଡି ବାଧ୍ୟତାମୂଳକ ନୁହେଁ, ୟୁଜିସି ର ନୂଆ ନିୟମ
ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ନିଯୁକ୍ତି ପାଇଁ ପିଏଚ୍ଡି ବାଧ୍ୟତାମୂଳକ ନୁହେଁ। ନିୟମ ପରିବର୍ତ୍ତନ କରିଛି ୟୁନିଭରସିଟି ଗ୍ରାଣ୍ଟ କମିଶନ। କଲେଜରେ ପ୍ରଫେସର ହେବା ପାଇଁ ଆଉ ଏବେ ପିଏଚଡି କରିବାର [more…]