Sun. Nov 29th, 2026

Category: ଦେଶ ଖବର

ଗୁଜରାଟ ପରାଜୟ ପଛରେ ଲୁଚିଛି ‘ବଡ ବିଜୟ’

ଗୁଜରାଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ କେବଳ ପଶ୍ଚିମବଙ୍ଗରେ ସିପିଆଇ ଲଗାତର ୭ଥର ନିର୍ବାଚନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଗୁଜରାଟରେ ବିଜେପି ଐତିହାସିକ…

ଦିଲ୍ଲୀରେ ଦିଲ୍ ଜିତିଲା ଆପ୍

ଆସିଲା ଏମସିଡି ଫଳାଫଳା । ଦିଲ୍ଲୀରେ ବାଜି ମାରିଲା ଆମ୍ ଆଦମୀ ପାର୍ଟି । ୧୩୪ ଟି ସିଟ ସହ ବିଜେପିକୁ ଦେଇଥିଲା କଡ଼ା ଟକ୍କର । ୧୫ ବର୍ଷର ବିଜେପି ଗଡରେ ଝାଡୁ ମାରିଦେଲେ କେଜ୍ରିୱାଲ ସେନା । ଦିଲ୍ଲୀରେ…

ଚାଲିଛି ଅପରେସନ ତନ୍ମୟ

ଚାଲିଛି ଅପରେସନ ତନ୍ମୟ। ବୋରୱେଲ ଗାତରେ ଫସି ରହିଛି ଜୀବନ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଖସିପଡିଛି ୭ ବର୍ଷର ଶିଶୁ । ପିଲାଟିର ନାଁ ତନ୍ମୟ ଦିୟାବର ବୋଲି ଜଣାପଡିଛି । ତନ୍ମୟ, ବାପା ସୁନୀଲ…

ରାୟଗଡାରେ ଋଷୀୟ ସାଂସଦ ପାୱେଲ ଆନ୍ଥୋବଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ନା ଆତ୍ମହତ୍ୟା?

ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । ହୋଟେଲର ତୃତୀୟ ମହଲାରୁ ଖସିପଡିବା ଯୋଗୁ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନ ତଳେ ତାଙ୍କ ବନ୍ଧୁଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା…

୧୦କୋଟି ଭାରତୀୟଙ୍କ ହତ୍ୟା କାହାଣୀ!

ଇଂରେଜ ଶାସନର କମତା ଆପଣ ମାନେ ସମସ୍ତେ ଜାଣିଥିବେ । କେମିତି ଇଂରେଜ ମାନେ ଆମକୁ ଅତ୍ୟାଚାର କରୁଥିଲେ । କେମିତି ବୀର ସ୍ୱାଧିନତା ସଂଗ୍ରାମୀ ମାନେ ନିଜ ବଳିଦାନ ଦେଇ ଦେଶକୁ ସ୍ୱାଧୀନ କଲେ । ଆପଣ ମାନେ ଆଜି…

କ’ଣ କହୁଛି ଏକଜିଟ୍ ପୋଲ ?

ସବୁଠି ଚାଲିଛି ରାଜନୈତିକ ଉଷ୍ମତା । ଗୁଜୁରାଟ ଓ ହିମାଚଳରେ ସରିଛି ମତଦାନ । କିଏ ହେବ ଜନତାଙ୍କ ପ୍ରତିନିଧି ସେ ନେଇ ଚାଲିଛି ଅଙ୍କକଷା । ତେବେ ଗଣମାଧ୍ୟମର ରିପୋର୍ଟରୁ ସାମ୍ନାକୁ ଆସୁଛି ଏଗ୍ଜିଟ୍ ପୋଲ । ଯେଉଁଥିରେ ବିଜେପିର…

ଯାଆଁଳା ଭଉଣୀଙ୍କ ଗୋଟିଏ ବର

ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କ ବାହାଘର । ଦୁହେଁ ଅଲଗା ଅଲଗା ନୁହେଁ, ଜଣଙ୍କୁ ବାଛିଛନ୍ତି ନିଜ ଜୀବନ ସାଥି । ଆମେ ଆଜି ଆପଣଙ୍କୁ କହିବୁ ଏକ ବିଚିତ୍ର ବିବାହ ବିଷୟରେ ।୨ଜଣ ଝିଅକୁ ବିବାହ କରିଛନ୍ତି ଜଣେ ଯୁବକ…

ବେରୋଜଗାରୀରେ ହରିୟାଣା, ଚାକିରୀ ଦେବାରେ ଛତିଶଗଡ ସବୁଠାରୁ ଆଗରେ

ଭାରତରେ ବେରୋଜଗାରୀ ଦର ନଭେମ୍ବର ମାସରେ ଗତ ୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମଆଇଇ)ର ନଭେମ୍ବରର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ବେରୋଜଗାରୀ ମାମଲାରେ ସହରଠାରୁ ଗାଁ…

ନେହରୁ, ପଟେଲ ଇଂରେଜ ହାତରେ ଦେଇଥିଲେ ଭାରତ ଶାସନ !

ଭାରତର ସ୍ୱାଧୀନତା ଏବଂ ବିଭାଜନ ଉପରେ ‘ଫ୍ରିଡମ ଆର୍ଟ ମିଡନାଇଟ’ ପୁସ୍ତକ ଲେଖିଥିବା ପ୍ରଖ୍ୟାତ ଲେଖକ ଡୋମିନିକ ଲୈପିୟରଙ୍କ ପରଲୋକ ହୋଇଛି । ୯୧ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଅନେକ ଐତିହାସିକ ଘଟଣା ଉପରେ ପୁସ୍ତକ ଲେଖି…

୩୫୦୦ କିଲୋ ଅଟା, ୬୦୦ କିଲୋ ଡାଲି… ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ

୩୫୦୦ କିଲୋ ଅଟା, ୬୦୦ କିଲୋ ଡାଲି… ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ, ଏମିତି କିଛି ଅଛି ଭାରତ ଯୋଡୋ ଯାତ୍ରାକଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ରାଜସ୍ଥାନ ପହଞ୍ଚିସାରିଛି । ମଧ୍ୟପ୍ରଦେଶ ଦେଇ ରାଜସ୍ଥାନରେ…