0 min read
Latest Trending ଦେଶ ଖବର ଦେଶ ବିଦେଶ

ଆମେରିକା ଡଲାର ତୁଳନାରେ କମୁଛି ଭାରତୀୟ ମୁଦ୍ରାର ମୂଲ୳

ଭାରତୀୟ ମୁଦ୍ରାର ମୂଲ୳ ଲଗାତାର ହ୍ରାସ ପାଇବାରେ ଲାଗିଲାଣି। ସୋମବାର ଭାରତୀୟ ମୁଦ୍ରାରେ ୧ ଡଲାରର ମୂଲ୳ ୮୦ଟଙ୍କା ଥିଲା। ଯାହା କିଛି ସମୟ ପରେ ଖସି ଆସି ୭୯.୯୭ ଟଙ୍କା ହୋଇଥିଲା । [more…]

0 min read
Latest Trending ଦେଶ ଖବର ଦେଶ ବିଦେଶ

ଜିଏସଟିକୁ ନେଇ ଅର୍ଥମନ୍ତ୍ରୀଙ୍କ ସ୍ପଷ୍ଟୀକରଣ; ୧୪ଟି ଖୋଲା ସାମଗ୍ରୀରେ ଲାଗିବନି ଟ୍ୟାକ୍ସ

ଚର୍ଚ୍ଚାରେ ଜିଏସଟି ତାତି । ସରକାରଙ୍କ ନୂଆ ଜିଏସଟି ରିପୋର୍ଟରେ ସଂସଦ ଗରମ ହୋଇପଡିଛି। ବିରୋଧୀ ଦଳ ଏହାକୁ ନେଇ ଲଗାତାର ସରକାର ଉପରେ ଆକ୍ରମଣ ଜାରି ରଖିଥିବାବେଳେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ [more…]

1 min read
Latest ଦେଶ ଖବର ଦେଶ ବିଦେଶ

ଦେଶ ତମାମ ଚାଲିଛି କ୍ରସ ଭୋଟିଂ

ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ହୋଇଛି। ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ରାଜନୈତିକ ଦଳ ନିଜ ବିଧାୟକ ଏବଂ ସାଂସଦଙ୍କୁ କହିଥିଲେ। ହେଲେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ  ଆସାମ [more…]

1 min read
Latest ଦେଶ ଖବର

ରାଷ୍ଟ୍ରପତି ନିର୍ବାଚନ: ଲାଗୁ ହେବନି ଦଳୀୟ ହ୍ୱିପ୍

ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହେବ ନାହିଁ । ସାଂସଦ ଓ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ପୂର୍ବରୁ ରହିଥିବା ଏହି ନିୟମ ସଂପର୍କରେ ନିକଟରେ [more…]

1 min read
Latest ଦେଶ ଖବର ଦେଶ ବିଦେଶ

ଡିମାଣ୍ଡରେ ଗହମ

ଗୁଜୁରାଟ ଏବଂ ଉତ୍ତରପ୍ରଦେଶ ପରି ଓଡିଶାରେ ଏବେ ଚାଉଳ ବଦଳରେ ଅଧିକ ଗହମ ଦାବି ହେଉଛି।  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏନଏ) ୨୦୧୩ ଅନୁଯାୟୀ ରାଜ୍ୟବାସୀଙ୍କର ମୂଳ ଆବଣ୍ଟନକୁ ପୁନଃ ସ୍ଥାପନ କରିବାକୁ [more…]

1 min read
Latest Popular Trending ଓଡ଼ିଶା ଦେଶ ଖବର ଦେଶ ବିଦେଶ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଅକୁହା କଥା

କଡ଼ାକଡ଼ି ହେବ ରାଷ୍ଟ୍ରପତି ଲଢେଇ। ଜୋରଦାର ହେବ ଯଶୱନ୍ତ-ଦ୍ରୌପଦୀ ଟକ୍କର। କିଏ ହେବ ଆଗାମୀ ରାଷ୍ଟ୍ରପତି? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ସମ ନେଇ ଏବେ ରାଜନୈତିକ ମହଲରେ ଜେରଦାର ଚାଲିଛି [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ଆଇସଲାଣ୍ଡ ବିଶ୍ୱର ଶାନ୍ତପ୍ରିୟ ଦେଶ

ବିଶ୍ୱର ସବୁଠାରୁ ଶାନ୍ତ ଦେଶ ଆଇସଲାଣ୍ଡ । ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨ର ରିପୋର୍ଟରୁ ଏହା ଜଣାପଡିଛି । ରିପୋର୍ଟରେ ପ୍ରଥମ ସ୍ଥାନରେ ରହିଛି ଆଇସଲାଣ୍ଡ । ସେହିଭଳି ନ୍ୟୁଜିଲାଣ୍ଡ ଓ ଆୟାରଲାଣ୍ଡ ମଧ୍ୟ [more…]

0 min read
Latest ଦେଶ ଖବର ଦେଶ ବିଦେଶ ମୋ ଗାଁ

ଯୋଗ ପାଇଁ ଗାଁର ନାଁ

ଯୋଗଦେଇଛି ଗାଁକୁ ପଚିଚୟ । ପ୍ରତ୍ୟେକ ବ୍ୟକ୍ତି ସ୍ୱତଃ ଆସି ଏଠାରେ କରନ୍ତି ଯୋଗ । ଛତିଶଗଡର କବର୍ଦ୍ଧା ଜିଲ୍ଲାର ଦଲପୁରୱା ଗାଁରେ ନିୟମିତ ଭାବେ ସାମୂହିକ ଯୋଗ ହେଉଛି । ପ୍ରତ୍ୟେକ ବ୍ୟକ୍ତି [more…]

1 min read
Latest ଦେଶ ଖବର ଦେଶ ବିଦେଶ

୧୬ଟି ଡିପିଏସୟୁରେ ଅଗ୍ନିବୀରମାନଙ୍କୁ ମିଳିବ ନିଯୁକ୍ତି

ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା  । ଏଭଳି  ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ମଞ୍ଜୁର କରିଛନ୍ତି । [more…]

1 min read
Latest ଦେଶ ଖବର ଦେଶ ବିଦେଶ

ଭାରତ ସରକାରଙ୍କୁ ଧନ୳ବାଦ ଜଣାଇଲେ ଏମବିବିଏସ ଛାତ୍ରଙ୍କ ପରିବାର

କାଶ୍ମୀରର ଏକ ପରିବାର ଆଜି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଢାକାରେ ରହୁଥିବା ଏମବିବିଏସ ଛାତ୍ରଙ୍କ ର କାର୍ ଦୁର୍ଘଟଣା ହୋଇଥିଲା।ଭାରତ ସରକାର ତାଙ୍କ ପୁଅକୁ ଆମ୍ବୁଲାନ୍ସ ଯୋଗେ ବିଦେଶରୁ ଆଣି ଦିଲ୍ଲୀରେ ଚିକିତ୍ସା [more…]