Mon. Nov 30th, 2026

Category: ଦେଶ ଖବର

ଶରୀର ଦୁଇ ଖଣ୍ଡ ହେଲା ପରେ ବି ବଞ୍ଚିକି ଦେଖାଇଲେ ଏହି ଝିଅ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଉଭୟ ଜୀବନ ଏବଂ ମୃତ୍ୟୁ ଉପରବାଲା ହାତରେ ଥାଏ। ଯଦି ଜଣଙ୍କର ଆୟୁଷ ସରିଯାଇଥାଏ, ତେବେ ଛୋଟମୋଟ ଦୁର୍ଘଟଣାରେ ବି ତା’ର ମୃତ୍ୟୁ ହୋଇଯାଏ। କିନ୍ତୁ ଯଦି ଭାଗ୍ୟରେ ଜୀବନ…

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ମହାରାଷ୍ଟ୍ର ପରେ ବର୍ତ୍ତମାନ ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିଜେପି ଓ ଜେଡିୟୁ .ମେଣ୍ଟ ସରକାର ଭାଙ୍ଗିସାରିଥିବା ବେଳେ ନୂଆ ସରକାର ଗଠନ ହେବାକୁ ଯାଉଛି…

ବିହାର ରାଜନୀତି: ବିଜେପି-ଜେଡିୟୁ ମଧ୍ୟରେ ସମ୍ପର୍କ ଭାଙ୍ଗିବାର କାରଣ ?

ବିହାରରେ ବିଜେପି-ଜେଡିୟୁ ମେଣ୍ଟଭାଙ୍ଗି ସାରିଛି । ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମଙ୍ଗଳବାର ନୀତିଶ ଇସ୍ତଫା ଦେଇଛନ୍ତି । ମହାମେଣ୍ଟର ସରକାରର ନେତା ଭାବେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ଉଭୟ ଜେଡିୟୁ ଏବଂ ଆରଜେଡି ରାଜ୍ୟପାଳଙ୍କୁ…

ଜାଣନ୍ତୁ କେମିତି କରିବେ ଆଇଟିଆର ରିଫଣ୍ଡର ଅନଲାଇନ ଯାଞ୍ଚ ପ୍ରକ୍ରିୟା

୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖ ଶେଷ ହୋଇସାରିଛି। ଏହି ତାରିଖ ପର୍ଯ୍ୟନ୍ତ ଆଇଟିଆର ଦାଖଲ କରିଥିବା ଟିକସଦାତା ଫେରସ୍ତକୁ ଅପେକ୍ଷା କରିଛନ୍ତି। ଆୟକର ବିଭାଗ ଆଇଟିଆର ଦାଖଲ କରିବାର ୧୦ ଦିନ…

୪ଜି ସିମ୍ ରେ ଚାଲିବ ୫ଜି ସେବା?

ଶେଷ ହୋଇଛି ୫ଜି ନିଲାମ । ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି । ୫ଜି ନେଟଓ୍ବର୍କ ସେବା ପାଇବା ପାଇଁ ଏବେ ଗ୍ରାହକ ଚାହିଁ ବସିଛନ୍ତି । କାରଣ ଶୀଘ୍ର ଆରମ୍ଭ ହେବ ଏହି ଫାଷ୍ଟେଷ୍ଟ ସେବା।…

ସାଉଦି ଆରବକୁ ଭାରତର କଡ଼ା ଜବାବ; ଭାଙ୍ଗିଲା ଏକଛତ୍ରବାଦ

ତୈଳ ବଜାରରେ ଆଧିପତ୍ୟ ଜାହିର କରି ରଖିଥିବା ମୁସଲିମ ଦେଶସମୂହର ଏକଚ୍ଛତ୍ରବାଦ ଆଜି ଧୂଳିସାତ ହୋଇଛି। ଯାହାକୁ ଭାରତ ପ୍ରଥମଥର ଭାଙ୍ଗିରୁଜି ଚୁରମାର କରିଦେଇଛି। କାରଣ ଭାରତକୁ ରୁଷ୍ ରୂପରେ ଏଭଳି ଏକ ବିକଳ୍ପ ମିଳିଯାଇଛି, ଯାହାଦ୍ଵାରା ମୁସଲିମ ଦେଶଗୁଡ଼ିକ ଏଣିକି…

ନୀତି ସୁଧାରିବାକୁ ଚେତାବନୀ ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ

ଦେବାଳିଆ ସ୍ଥିତିରେ ଥିବା ସରକାରୀ ଟେଲିକମ କମ୍ପାନି ବିଏସଏନଏଲର କର୍ମଚାରୀମାନେ ‘ସରକାରୀ କର୍ମଚାରୀ’ ଢାଞ୍ଚା ଛାଡ଼ି ଉତ୍ତମ ପ୍ରଦର୍ଶନ କରନ୍ତୁ, ନଚେତ ଘରକୁ ଯିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ଚେତାବନୀ ଶୁଣାଇଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଏସଏନଏଲର…

ଘନଉଛି ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ

ବିଶ୍ବରେ ଯୁଦ୍ଧ ଏକ ସାଧାରଣ କଥା ପାଲଟିଗଲାଣି। ନିକଟରେ ତାଲିବାନ-ଆଫଗାନିସ୍ତାନ, ୟୁକ୍ରେନ-ଋଷ ଓ ତାଇୱାନ-ଚୀନ ପରେ ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଲାଣି। ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଯାଇଛି ସଂଘର୍ଷ। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର…

ରସଗୋଲା ଓଡ଼ିଶାର, ମନ ଜିଣିଲେ ଦାଦା

“ରସଗୋଲା ଓଡ଼ିଶାର, ରସଗୋଲା ଜଗନ୍ନାଥଙ୍କର।” ରସଗୋଲାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଓଡ଼ିଶା-ପଶ୍ଚିମବଙ୍ଗ ଲଢେଇରେ ଏବେ ନୂଆ ମୋଡ଼ ଆସିଛି। ରସଗୋଲା କାହାର? ଏହି କଳିରେ ଏବେ ଓଡ଼ିଶା ସପକ୍ଷରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ତଥା ବିସିସିଆଇ ମୁଖ୍ୟ ସୌରଭ…

ସପ୍ତମ ଦେଶ ଭାବେ ଚନ୍ଦ୍ରରେ ପାଦ ରଖିଲା ଦକ୍ଷିଣ କୋରିଆ

ଚନ୍ଦ୍ର ପୃଷ୍ଠରେ ପାଦ ରଖିଛି ଦକ୍ଷିଣ କୋରିଆ। ପୃଥିବୀର ସପ୍ତମ ଦେଶ ଭାବେ ପାଇଛି ଏହି ସଫଳତା। ଚନ୍ଦ୍ର ମିଶନ ଆରମ୍ଭ କରି ଏହାର କକ୍ଷପଥ ସ୍ପେସ୍ ଏକ୍ସ ଫାଲକନ୍-୯ ରେ ଯାତ୍ରା କରିଥିଲା। କୋରିଆ ପାଥଫିଣ୍ଡର ଚନ୍ଦ୍ର ଅର୍ବିଟର୍, ଯାହାର…