Sun. Nov 29th, 2026

Category: ଦେଶ ଖବର

ରଥଯାତ୍ରା ପାଇଁ ୨୦୮ଟି ସ୍ୱତନ୍ତ୍ର ଟ୍ରେନ

ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ…

ତୃତୀୟ ଦିନରେ ୩୦୦ କୋଟି ଆୟ କଲା ‘ଆଦିପୁରୁଷ’

ପ୍ରଭାସ ଏବଂ କ୍ରିତି ସାନନ ଷ୍ଟାରର୍‌ ମୁଭି ‘ଆଦିପୁରୁଷ’ ପ୍ରତିଦିନ ବ୍ୟବସାୟରେ ନୂଆ ସଂଖ୍ୟା ଛୁଉଁଛି। ଏହି ଚଳଚ୍ଚିତ୍ରକୁ ଦେଶରେ ବିରୋଧ କରାଯାଉଥିବାବେଳେ ଏହାର ରୋଜଗାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଏହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଫିଲ୍ମର ସଂଳାପରେ ପରିବର୍ତ୍ତନ…

ବଦଳିବ ଆଦିପୁରୁଷର ଡାଇଲଗ

ବଦଳିବ ଫିଲ୍ମ ଆଦିପୁରୁଷର ଡାଇଲଗ୍ । ବିବାଦୀୟ ଡାଇଲଗକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ସିନେମାରେ ଥିବା କିଛି ଡାଇଲଗ୍ ଯାହା…

ଗ୍ରୀଷ୍ମ ପ୍ରବାହରେ ତରଳିଲା ରେଲୱେ ଟ୍ରାକ୍

ୟୁପିରେ ଭୀଷଣ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏଭଳି ସ୍ଥିତିରେ ରେଲୱେ ଟ୍ରାକ୍ ବି ତରଳିଯାଇ ବଙ୍କା ହୋଇଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନିଗାହୋ ରେଲୱେ ଷ୍ଟେସନ ନିକଟରେ । ସୂଚନା ମୁତାବକ, ଶନିବାର ସନ୍ଧ୍ୟା ପାଖାପାଖି…

ବାହାରିଲା ଜେଇଇ ଆଡ୍‌ଭାନ୍ସଡ ରେଜଲ୍ଟ

ବାହାରିଲା ଜେଇଇ ଆଡ୍‌ଭାନ୍ସଡ ରେଜଲ୍ଟ । ଜେଇଇ ଆଡ୍‌ଭାନ୍ସଡ ପାଇଁ ୧,୮୦,୩୭୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ୪୩,୭୭୩ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୪୩,୭୭୩ଙ୍କ ମଧ୍ୟରୁ ୭୫୦୯ ଜଣ ଅଛନ୍ତି ଛାତ୍ରୀ । ହାଇଦ୍ରାବାଦ ଜୋନ୍‌ର ଭି.ସି…

ବଢିଲା ମାଗଣାରେ ଆଧାର ଅପ୍‌ଡେଟ୍‌ ଅବଧି

ମାଗଣାରେ ଆଧାର କାର୍ଡ କାଗଜପତ୍ର ଅପ୍‌ଡେଟ୍‌ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏଥିପାଇଁ ଧାର୍ଯ୍ୟ ହୋଇଥିବା ସମୟ ଗତକାଲି ଶେଷ ହୋଇଥିଲା। ଏବେ ଲୋକମାନେ ଆଧାରକୁ ଅପ୍‌ଡେଟ୍‌…

ସରକାର V/S ସାଧାରଣ ଜନତା!

ଦିଲ୍ଲୀର ବସନ୍ତ ବିହାରରେ ଚାଲିଛି ବୁଲଡୋଜର। ଲୋକଙ୍କ ଘରକୁ ଖାଲି କରିବାକୁ ନୋଟିସ୍ ଦେଇଥିଲା ଏନଡିଆରଏଫ। ଦୁଇ ଦିନ ପୂର୍ବେ ଏଠାରେ ମହିଳା, ଶିଶୁ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କୁ ଏଠାରୁ ଉଚ୍ଛେଦ ନ…

ମାଡ଼ି ଆସୁଛି ‘ବିପର୍ଯ୍ୟୟ’

ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣି ଝଡ ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାର ରୂପ ଧରି ତୀବ୍ର ଗତିରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ବାତ୍ୟାର ପ୍ରଭାବ ମଧ୍ୟ ଅନେକ ରାଜ୍ୟରେ ଦେଖିବାକୁ ମିଳିଲାଣି । ଗୁଜରାଟ, କେରଳ, କର୍ଣ୍ଣାଟକ…

୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ

ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ ବର୍ଷା । ତେବେ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁସାରେ ଜୁନ ୧୭ରୁ ୨୦ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବର୍ଷା ।ତାତିରୁ ତ୍ରାହି ତ୍ରାହି ଡାକିଲେଣି ଲୋକେ । ଆଉ ଏତିକି…

ହାଜର ହୁଅ ସୌରୀନ ଭଟ୍ଟ!

କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲାରେ ପୀଡ଼ିତାଙ୍କ ଡାକ୍ତରୀ ମଇନା ସହ ସିଆରପିସିର ଧାରା ୧୬୪ ଆଧାରରେ ହେଲା ବୟାନ ରେକର୍ଡ । ଏନେଇ ଜୋନ ୨ ଏସିପି ଅମିତାଭ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ…