ଜଜ୍ ଙ୍କ ନାଁ ସୁପାରିଶ କଲା ସୁପ୍ରିମକୋର୍ଟ
ନିଯୁକ୍ତ ହେବେ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ନିଆଯାଇଛି ଏହି ନିଯୁକ୍ତି ନିଷ୍ପତି । ସୁପ୍ରିମ କୋର୍ଟ କଲେଜିୟମ ନ୍ୟାୟିକ ଅଫିସର ଓ ଆଇନଜୀବୀଙ୍କ ନିଯୁକ୍ତି ପାଇଁ ନାଁ ସୁପାରିଶ କରିଛି ।…
ନିଯୁକ୍ତ ହେବେ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ନିଆଯାଇଛି ଏହି ନିଯୁକ୍ତି ନିଷ୍ପତି । ସୁପ୍ରିମ କୋର୍ଟ କଲେଜିୟମ ନ୍ୟାୟିକ ଅଫିସର ଓ ଆଇନଜୀବୀଙ୍କ ନିଯୁକ୍ତି ପାଇଁ ନାଁ ସୁପାରିଶ କରିଛି ।…
ସଙ୍କଟରେ ଦେବଭୂମି ଯୋଶୀମଠ । ଏହାରି ଭିତରେ ସ୍ଥିତି ପରଖିଛନ୍ତି ପୁଷ୍କର ସିଂ ଧାମି । ଯୋଶୀ ମଠରେ ରାତି ବିତାଇବା ପରେ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି । ପ୍ରତି ଘର ପିଛା ଦେଢ ଳକ୍ଷଟଙ୍କା ସହାୟତା ଘୋଷଣା କରିଛନ୍ତି…
ଦିଲ୍ଲୀରେ ପୁଣି ଅଘଟଣ । ଦିଲ୍ଲୀର ମଙ୍ଗୋଲପୁରୀର ଜଣେ ମହିଳାଙ୍କୁ ହତ୍ୟା କରାଯାଇ ଶ୍ମଶାନରେ ପୋତି ଦିଆଯାଇଛି । ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରି ମୃତଦେହକୁ ଶ୍ମଶାନରୁ ବାହାର କରିଛି । ତେବେ କ’ଣ ଥିଲା ପୂରା ଘଟଣା । ଜାଣିବା…
ପୂର୍ବ ଦିଲ୍ଲୀର ମାଣ୍ଡୱାଲୀରେ ଭିନ୍ନ ଧରଣର ଆକ୍ରମଣ । ଗ୍ରାହକ ଭାବେ ଦୋକାନରେ ଜଣେ ଦୁର୍ବୃର୍ତ୍ତ । କିଛି ସମୟ ପରେ ଆରମ୍ଭ କରିଥିଲେ ଆକ୍ରମଣ । ଅତି ନୃଶଂସ ଭାବେ ଦୋକାନୀକୁ ଟଙ୍କାା ମାଗିବା ସହ ରଡରେ ଆକ୍ରମଣ କରୁଛନ୍ତି…
୨୦୨୨ର ସବୁ ଠାରୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସ । ଏବେ ଏହି ଚଳଚ୍ଚିତ୍ରକୁ ନେଇ ଆସିଛି ବଡ ଖବର । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାରରେ ଏଂଟ୍ରି କରିଛି । ଦ କଶ୍ମୀର…
ବାଣପୁର -ଆଜି ବାରବାଟୀ ଷ୍ଟାଡିୟମରେ ୩.୩୦ ମିନିଟରେ ଓଡିଶାର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉଦଘାଟନ କରିବେ ହକି ମହାକୁମ୍ଭର ସ୍ବାଗତ ସମ୍ବର୍ଦ୍ଧନା ସମାରୋହ। ଏହି ସମାରୋହକୁ ଭିଡିଓ କନଫରେନ୍ସି ଜରିଆାରେ ଦେଖିବା ପାଇଁ ରାଜ୍ୟର ସମସ୍ତ ବ୍ଲକର ପଂଚାୟତ ଅଫିସ…
ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘାଟନୀ ଉତ୍ସବର ବାର୍ତ୍ତା ଦେଇଛନ୍ତି । ୫ହଜାର ହକି ବଲକୁ ନେଇ ଏହି ବାଲୁକା କଳା ତିଆରି ହୋଇଛି । ଏହି ବାଲୁକା ଶିଳ୍ପରେ ହକି ଷ୍ଟିକ, ବିଶ୍ବକପ…
ଶବ୍ଦ ଓଡିଶା ବ୍ୟୁରୋ: ଜାମ୍ମୁକାଶ୍ମୀରରେ ବିରୋଧୀ ଦଳ ଭାଜପା ଉପରେ ଆକ୍ରମଣ ଜାରିରଖିଛନ୍ତି । ନ୍ୟାସନାଲ କନଫରେନ୍ସ ମଧ୍ୟ ଲଗାତର ବିଜେପି ଉପରେ ନିଶାନା ସାଧୁଛି । ମଙ୍ଗଳବାର ଏନସି ନେତା ତଥା ଜାମ୍ମୁକାସ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଭାଜପା…
ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମହିଳା ଘରେ ସୁରକ୍ଷିତ ନୁହନ୍ତି । ଏହି ତଥ୍ୟ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସାମ୍ନାକୁ ଆସିଛି । ୨୦୨୨ରେ ମହିଳାଙ୍କ ଉପରେ ହୋଇଥିବା ଅଲଗା ଅଲଗା ଅପରାଧ ସମ୍ପର୍କିତ ୩୦ ହଜାର…
କଏନକୁ ମନା କରିପାରିବେ ନାହିଁ ବ୍ୟବସାୟୀ । ଏଭଳି କରିଲେ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । କଏନ୍ ସମ୍ପର୍କିତ କୌଣସି ବିଭ୍ରାନ୍ତୀକରଣ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ…