0 min read
Latest Trending ଓଡ଼ିଶା ଦେଶ ଖବର

ସାତକୋଶିଆକୁ ରାମସାରର ମାନ୍ୟତା

ଚଳିତ ବର୍ଷ ଓଡ଼ିଶାର ସାତକୋଶିଆର ଗର୍ଜ ଆର୍ଦ୍ରଭୂମିରେ ରାମସାର କ୍ଷେତ୍ରର ମୋହର ବାଜିଛି। ଏହି ଗର୍ଜ ହେଉଛି ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ। ଏଥି ସହିତ ଦେଶର ଆଉ ୧୦ ଆର୍ଦ୍ରଭୂମିକୁ [more…]

1 min read
ଦେଶ ଖବର

ଅକ୍ଟୋବରରେ ଭାରତ କରିବ ୟୁଏନଏସସି ବୈଠକର ଆୟୋଜନ

ଆତଙ୍କବାଦ ବିପକ୍ଷରେ ଲଢିବାକୁ ପ୍ରସ୍ତୁତ ହେଉଛି ଭାରତ। ପ୍ରଥମ ଥର ପାଇଁ ଆତଙ୍କବାଦ ଉପରେ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିବାକୁ ଯାଉଛି। ଚୀନ୍, ଋଷ ଏବଂ ଆମେରିକା ସମେତ ମିଳିତ ଜାତିସଂଘ ସୁରକ୍ଷା [more…]

1 min read
Popular Trending ଦେଶ ଖବର ବ୍ୟକ୍ତିତ୍ଵ ସହର

ଆରପାରିରେ ଗାୟିକା ନିର୍ମଳା ମିଶ୍ର

ଆଉ ଶୁଭିବନି ‘ନିଦଭରା ରାତି ମଧୁଝରା ଜହ୍ନ’। ମଉଳି ଯାଇଛି ଷାଠିଏ ଓ ସତୁରି ଦଶକର ସେ ଜହ୍ନ।ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା [more…]

1 min read
Popular ଦେଶ ଖବର

ଆଇଟିଆର ଫାଇଲର ଲାଷ୍ଟ୍ ଡେଟ୍ ଜାରି କଲା ଅର୍ଥ ମନ୍ତ୍ରାଳୟ

ପାଖେଇ ଆସିଲାଣି ରିଟର୍ଣ୍ଣ ଦାଖଲର ସମୟସୀମା। ଜୁଲାଇ ୩୧କୁ ଏଥିପାର୍ଇ ଶେଷ ସମୟସୀମା ରଖାଯାଇଛି। ଅନ୳ପକ୍ଷେ ଦେଶର ୪୧ ପ୍ରତିଶତ ଟିକସଦାତା ଏ ପର୍ଯ୍ୟନ୍ତ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି । ଏହାର [more…]

1 min read
ଦେଶ ଖବର ଦେଶ ବିଦେଶ

ଶେଷରେ କ୍ଷମା ମାଗିଲେ ସାଂସଦ ଅଧିର ଚୌଧୁରୀ

ରାଜନୀତିରେ ହାତେ ମାପି ଚାଖଣ୍ଡେ ଚାଲିବା ଯେତିକି ଆବଶ୳କ କଥା କହିବା ବେଳେ ୧୦୦ ଥର ଭାବିବା ମଧ୍ଯ ସେତିକି ଜରୁରୀ। ରାଜନେତାଙ୍କ ‘ସ୍ଲିପ ଅଫ ଟଙ୍ଗ’ ପାଇଁ ପୁରରୁ ପଲ୍ଲୀ ଯାଏଁ ଏବେ [more…]

1 min read
Trending ଦେଶ ଖବର ଦେଶ ବିଦେଶ

ପୁଣି ଭାରତର ସ୍ବର୍ଗ କାଶ୍ମୀରକୁ ଫେରିଛି ପର୍ଯ୳ଟନର ବାଟ

ଶାନ୍ତ ହୋଇଯାଇଛି ପରିବେଶ । ଚୁପ୍ ହୋଇଯାଇଛନ୍ତି ବନ୍ଧୁକ ଓ ତୋପ। ଫେବୃଆରୀ ୨୦୨୦ ରେ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହେବା ପରଠାରୁ କାଶ୍ମୀର ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ [more…]

0 min read
Latest Trending ଦେଶ ଖବର ଦେଶ ବିଦେଶ

ସଙ୍କଟ ଘେରରେ ନୈନିତାଲ

ଭାରତର ଅନ୳ତମ ପ୍ରାକୃତିକ ସୌନ୍ଦର୍ଯ୳ରେ ଭରପୁର ସ୍ଥାନ ହେଉଛି ନୈନିତାଲ। ମାତ୍ର ଦିନକୁ ଦିନ ଏହି ସୌନ୍ଦର୍ଯ୳ ଉପରେ ବିପଦ ଦେଖାଦେଉଛି। ମୌସୁମୀ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶରେ ମଧ୍ୟ ଭୂସ୍ଖଳନ ଦ୍ରୁତ ଗତିରେ [more…]

1 min read
Latest ଦେଶ ଖବର ଦେଶ ବିଦେଶ

ସରକାରୀ ଚାକିରିଆଙ୍କ ପାଇଁ ଏକ ଖୁସି ଖବର; ଖୁବଶୀଘ୍ର ପଦୋନ୍ନତି

ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଜୁଲାଇ ୧, ୨୦୨୨ ରେ ୮, ୦୦୦ ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ବ୍ୟାପକ ପଦୋନ୍ନତି ଦେବା ପରେ କର୍ମଚାରୀ ଏବଂ ତାଲିମ ବିଭାଗ ଆସନ୍ତା [more…]

0 min read
Latest ଦେଶ ଖବର ଦେଶ ବିଦେଶ

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ସମ୍ମାନଜନକ ଚିଠି

ଦେଶର ସର୍ବୋଚ୍ଚ ଆସନର ଅଧିକାରିଣୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦେଶ ଉତ୍ସବ ପାଳୁଛି। ଅନ୍ୟପକ୍ଷରେ ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ପଦରୁ ଅବସର ନେବାର ଗୋଟିଏ ଦିନ [more…]

0 min read
Latest ଦେଶ ଖବର ଦେଶ ବିଦେଶ

ଥମୁନି ର୳୲ଗିଂ ନିଆଁ; ତକିଆ ସହ ସେକ୍ସ କରିବାକୁ କହୁଛନ୍ତି ସିନିଅର

ବର୍ତ୍ତମାନର ସମାଜରେ ର୳୲ଗିଂ ଏକ ଅଦୃଶ୳ ଅସ୍ତ୍ର ରୂପେ ଯୁବପିଢିଙ୍କୁ କୁମାନସିକତା ଆଡ଼କୁ ନେଇଯାଉଛି। ସବୁ ପ୍ରୟାସ ପରେ ବି ରାଙ୍ଗି ଥମିବାର ନାଁ ଧରୁନାହିଁ। ସିନିଅରମାନଙ୍କ ମଜା ମସ୍ତିରେ ବଳି ପଡୁଛନ୍ତି ଜୁନିୟର। [more…]