Thu. Oct 15th, 2026

Category: ଦେଶ ଖବର

ବସ୍‌-ଭ୍ୟାନ୍ ମୁହାଁମୁହିଁ ଧକ୍କା, ୭ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଘଟିଛି ଏହି ଘଟଣା।…

ପୁଣି ଥରିଲା ତୁର୍କୀ ।  ୫.୨ ତୀବ୍ରତାର ଭୂମିକମ୍ପ 

ଶବ୍ଦ ଓଡିଶା ବ୍ୟୁରୋ: ପୁଣିଥରେ ତୁର୍କୀରେ ଭୂମିକମ୍ପ । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ତୁର୍କୀରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ତୁର୍କୀରେ ସୃଷ୍ଟ ଏହି ଭୂମିକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ…

ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକୁଟିଆ ଲାଲନ ପାଳନ କରୁଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଲାଳନପାଳନ ପାଇଁ ଚାକିରି କାଳର ମଧ୍ୟରେ ମିଳିବ ୭୩୦ଦିନ ଛୁଟି ।…

ଅନାସ୍ଥା ପ୍ରସ୍ତାବକୁ ନେଇ ମହାବିତର୍କ, ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୃହରେ ବିବୃତି ରଖିବେ । ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଦୁଇ ଦିନ ହେବ ବିତର୍କ ଚାଲିଛି । ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ…

ଗୁଜରାଟରୁ ମେଘାଳୟ ଯାଏ ଭାରତ ଯୋଡୋ ଯାତ୍ରାରେ ବାହାରିବେ ରାହୁଲ ଗାନ୍ଧୀ

ଶବ୍ଦ ଓଡିଶା ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ । ନିଜର ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗୁଜରାଟରୁ ମେଘାଳୟକୁ ଯାତ୍ରା କରିବେ । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ଗଣମାଧ୍ୟମକୁ…

ରାଜ୍ୟସଭାରେ ପାରିତ ହେଲା ‘ଦିଲ୍ଲୀ ସେବା ବିଲ୍’

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭାରେ ପାସ ହୋଇଛି ଦିଲ୍ଲୀ ସେବା ବିଲ। ସୋମବାର ଗୃହରେ ଏ ନେଇ ଆଲୋଚନା ହୋଇଥିଲା । ବିଲ ସପକ୍ଷରେ ୧୩୧ ଭୋଟ ପଡିଥିବାବେଳେ ବିରୋଧରେ ୧୦୨ ଭୋଟ୍ ପଡିଥିଲା । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ…

ରାଜ୍ୟସଭାରେ ଆଗତ ହେବ ଦିଲ୍ଲୀ ସେବା ବିଲ୍

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭାରେ ଆଜି ଆଗତ ହେବ ଦିଲ୍ଲୀ ସେବା ବିଲ୍ । ଲୋକସଭାରେ ପାରିତ ହୋଇସାରିଥିବା ଏହି ବିଲ୍ ରାଜ୍ୟସଭାରେ ଆଗତ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିବେ ।କଂଗ୍ରେସ ଏବଂ ଆପ୍…

ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ ଆରମ୍ଭ 

ଶବ୍ଦ ଓଡିଶା ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟରୁ ଅନୁମତି ମିଳିବା ପରେ ବାରାଣସୀ ସ୍ଥିତ ଜ୍ଞାନବାପୀ ମସଜିଦରେ ସକାଳ ୭ଟାରୁ ଆରମ୍ଭ ହୋଇଛି ସର୍ଭେ । ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ ଆହ୍ଲାବାଦ ହାଇକୋର୍ଟଙ୍କ…

ଅଗଷ୍ଟ ମାସରେ ନିୟମରେ ବଡ ପରିବର୍ତ୍ତନ

ଶବ୍ଦ ଓଡିଶା ବ୍ୟୁରୋ: ଅଗଷ୍ଟ ୧ ତାରିଖରୁ ନୂଆ ମାସ ଆରମ୍ଭ ହେବ । ନୂଆ ମାସ ଆରମ୍ଭ ସହ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନର ସିଧା ପ୍ରଭାବ ନାଗରିକଙ୍କ ଜୀବନ ଉପରେ ପଡିବାକୁ ଯାଉଛି ।…

ମିଶନ ୨୦୨୪: ଏନଡିଏର ପ୍ରତ୍ୟେକ ସାଂସଦଙ୍କୁ ମୋଦୀ ଦେବେ ବିଜୟର ମନ୍ତ୍ର

ଶବ୍ଦ ଓଡିଶା ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ନେଇ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଜରିଆରେ ଆଗକୁ ବଢୁଛନ୍ତି । ସେପଟେ ଏନଡିଏ ନିଜର ସାଥୀଙ୍କୁ ଯୋଡିବା ପାଇଁ କାମ ଆରମ୍ଭ…